Latest Odisha News

BREAKING NEWS

Yearly Archives

2021

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ…

“ଦ କପିଲ ଶର୍ମା ସୋ” ବିରୋଧରେ କୋର୍ଟରେ ମାମଲା ଦାୟର

ମୁୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛି ଦ କପିଲ ଶର୍ମା ସୋ' । ହେଲେ ଏଥର ସୋ'ର ସମସ୍ତ କ୍ରିଉ ବିରୋଧରେ ଆସିଛି ଏକକାଳୀନ ଅଭିଯୋଗ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ଦ କପିଲ ଶର୍ମା ସୋ' ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଟେଲି ଟାଉନର ଏହି ଚର୍ଚ୍ଚିତ କମେଡି ସୋ'ର…

ଆଜି ବାଇଡେନଙ୍କୁ ଭେଟିବେ ମୋଦି , ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା

ୱାଶିଂଟନ୍ : ଆଜି ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ରହିଛି । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର…

ମୁଣ୍ଡୁଳି ବ୍ରିଜ ଉପରେ ବୋଟ୍ ଓଲଟିବା ଘଟଣା; ଉଦ୍ଧାର ହେଲେ ଦୁଇ ଓଟିଭି ପ୍ରତିନିଧି ଏବଂ ଓଡ୍ରାଫ୍ ଟିମ୍ ସଦସ୍ୟ

କଟକ: ଜାରି ରହିଥିଲା ଅପରେସନ ଗଜ । ଘଟିଲା ଅଘଟଣ । ମୁଣ୍ଡୁଳି ବ୍ରିଜ ଉପରେ ଓଲଟିପଡିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟରେ ଥିବା ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ନଦୀରେ ପଡିଗଲେ ଓଟିଭିର ଦୁଇ ପ୍ରତିନିଧି ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏହି ଘଟଣାରେ ଚାରିଜଣ ଓଡ୍ରାଫ୍…

ଓଲଟିଲା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ , ଭାସିଗଲେ ୨ ଗଣମାଧ୍ୟମ ପ୍ରତିନିଧି

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା…

୩ ଦିନ ପାଇଁ ସିଲ୍‌ ହେଲା ଜୁଡିସିଆଲ୍‌ କମ୍ପ୍ଲେକ୍ସ

ଭୁବନେଶ୍ୱର : ଭୁବନେଶ୍ୱର ଜୁଡିସିଆଲ୍‌ କମ୍ପ୍ଲେକ୍ସ ସିଲ୍‌ । ୩ ଦିନ ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ୧୫ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨୭ତାରିଖରେ RTPCR ଟେଷ୍ଟ ପାଇଁ…

ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ଗିରଫ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ ସାମ୍ନାକୁ ଆସୁଛି ବ୍ରାଉନ ସୁଗାର କାରବାର ଜନିତ ଖବର । ଗତକାଲି ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ଜାରି ରହିଛି ତଦନ୍ତ । ଗତକାଲି ଭଦ୍ରକ ଟାଉନ ଓ ଇଛାପୁର…

ପାର୍ବଣ ଋତୁ ବିଗାଡିବା ଲକ୍ଷ୍ୟରେ ଆତଙ୍କବାଦୀ, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖୁସିର ମାହୋଲକୁ ବିଗାଡିବା ଲକ୍ଷ୍ୟରେ ରହିଛନ୍ତି ଆତଙ୍କବାଦୀ । ଗୋଇନ୍ଦା ସଂସ୍ଥାରୁ ଇନପୁଟ ପାଇବା ପରେ ସରକାର ଦେଶରେ ହାଇଆଲର୍ଟ ଜାରୀ କରିଛନ୍ତି । ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀ ଗିରଫ ହୋଇଥିଲେ ।…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଗୃହ ମନ୍ତ୍ରାଳୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୩ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ୧୨ ଗେଟ୍‌ ଖୋଲା

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ସର୍ବାଧିକ ୬୩୦ ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି । ଏବେ ୧୨ଟି ‌ଗେଟ୍‌…