Latest Odisha News

BREAKING NEWS

Yearly Archives

2021

ପୂଜ୍ୟା ମା’ ମନୋରମା

ପୂଜ୍ୟା ମା' ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା' । ମା' ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା' ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା' ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା,…

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬…

ପୋଙ୍ଗଲରେ ବିଜୟଙ୍କ ବିଷ୍ଟ ଆଉ ଅଜିତଙ୍କ ଭାଲିମାଇ ମଧ୍ୟରେ ମୁକାବିଲା

ମାଡ୍ରାସ: ପୋଙ୍ଗଲ ଅବସରରେ ଦକ୍ଷିଣ ଭାରତ ଫିଲ୍ମପ୍ରେମୀ ପାଇଁ ମନୋରଞ୍ଜନର ଡବଲ ଡୋଜ ଆସୁଛି । ରିପୋର୍ଟ ମୁତାବକ ଅଜିତଙ୍କ ଭାଲିମାଇ ଫିଲ୍ମ ଆସନ୍ତା ବର୍ଷ ପୋଙ୍ଗଲ ଅବସରରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ବନି କାପୁର ଏହା ପ୍ରଡ୍ୟୁସର ଅଛନ୍ତି । ଅପରପକ୍ଷରେ ସୁପରଷ୍ଟାର ବିଜୟଙ୍କ ଥ୍ରୀଲର…

୨୦୨୧ର ଧନୀ ଫୁଟବଲରଙ୍କ ସୂଚୀ ଜାରି କଲା ଫୋର୍ବସ, ରୋନାଲ୍ଡୋ ଶୀର୍ଷରେ

ଲଣ୍ଡନ: ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଫୋର୍ବସ ଜାରୀ କରିଛି । ଏଥିରେ ମାଂଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳୁଥିବା ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ଆୟ ଚଳିତ ବର୍ଷ ୧୨୫ ମିଲିୟନ ଡଲାର ରହିଛି । ଆର୍ଜେଂଟିନାର ଲିଓନେଲ ମେସି ଦ୍ୱିତୀୟ…

କଲରା ପତରିଆ ବାଘ ଛାଲ ଜବତ ମାମଲାରେ ଡେପୁଟି ରେଂଜରଙ୍କ ପୁଅ ଗିରଫ

ବାରିପଦା: ବିଗତ ଦିନରେ ବାରିପଦା ଦିବ୍ୟା ହୋଟେଲରୁ କରଲା ପତରିଆ ବାଘ ଛାଲ ଜବତ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ବାରିପଦା ବନବିଭାଗ ଗତକାଲି କୋର୍ଟ ଚାଲାଣ କରିଥିଲା ।…

ସାରଙ୍କ ଲୁହା ରଡ ମାଡରେ ୫ ଛାତ୍ର ଗୁରୁତର

କୋରାପୁଟ : ଶିକ୍ଷକଙ୍କ ରଡ ମାଡରେ ୫ଜଣ ଛାତ୍ର ଗୁରୁତର । ଛାତ୍ରମାନେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ କୋଚିଂ ସେଣ୍ଟର ସାର୍ ।ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କୋରାପୁଟ ସଦର ଥାନା ଛାପର ନିକଟ ଏକ କୋଚିଂ ସେଣ୍ଟରରେ। ଦୀର୍ଘ ଦିନ ଧରି ଛାତ୍ର ଙ୍କୁ ଶିକ୍ଷକ ଜଣକ ୟୁଟୁବ୍ ଶିଖି ପାଠ…

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ୍ ,୩ ଗୁରୁତର ୧୫ ଆହତ

କୋରାପୁଟ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ନିକଟ ନୁଆ କଲୋନି ଠାରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନ୍ ଓଲଟି ପଡ଼ିଛି ।ଏହି ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ…

ଆଇସିସି ଦୁର୍ନୀତି ନିବାରଣ ସଂସ୍ଥା ହାତରେ ଧରାପଡିଲେ ସାମୁଏଲ୍ସ

ଆଂଟିଗୁଆ: ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ମାର୍ଲନ ସାମୁଏଲ୍ସ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦୁର୍ନୀତି ନିବରାଣ ସଂସ୍ଥା ହାତରେ ଧରା ପଡିଛନ୍ତି । ଟି୧୦ ଲିଗରେ ସେ କେତେକ ନିୟମ ଉଲ୍ଲଂଘନ କରିଥିଲେ । ମ୍ୟାଚ ଫିକ୍ସ କରିବା ପାଇଁ ୭୫୦ ଡଲାର ନେଇଥିବା ସାଂଘାତିକ ଅଭିଯୋଗ ତାଙ୍କ ନାମରେ…

ଫ୍ୟାନ୍ ଙ୍କୁ ଧକ୍କା ମାରିଲେ ଜନ୍ ଅବ୍ରାହମ୍

ମୁମ୍ବାଇ : ସେଲଫି ନେବା ବେଳେ ଫ୍ୟାନ୍ ଙ୍କୁ ଧକ୍କାମାରି ବିବାଦରେ ବଲିଉଡ୍  ହ୍ୟାଣ୍ଡସମ୍ ହଙ୍କ୍ ଜନ୍ ଅବ୍ରାହମ୍ । ଫିଲ୍ମ ଦୁନିଆଠାରୁ କିଛି ଦିନ ହେବ ଦୂରରେ ଥିବା ଜନ୍ ଆବ୍ରାହିମ୍ ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଘୁରି ବୁଲୁଛି । ଜନ୍ ମଲ୍ ଯାଇଥିବା ସମୟରେ…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ୧୪ ଦିନ ପୋଲିସ ହାଜତରେ ରହିବେ ଶିଷ୍ୟ

ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଆନନ୍ଦ ଗିରି ଓ ଆଦ୍ୟ ତିୱାରୀଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା। ଏବିଏପି ସଭାପତି ଆଚାର୍ଯ୍ୟ ମହନ୍ତ…