ଟିଟିଲାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବଲାଙ୍ଗୀର: ବିକାଶ ନକ୍ସାରେ ଯୋଡି ହେବ ବଲାଙ୍ଗୀର ସହର । ବହୁ ସମୟ ଅପେକ୍ଷାର ଅନ୍ତ ହୋଇଛି । ଟିଟିଲାଗଡ଼ରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟାରେ ଟିଟିଲାଗଡ଼ ସଭାସ୍ଥଳରେ ଯୋଗ ଦେଇଛନ୍ତି । ଜିଲ୍ଲାରେ୨୦୮.୨୦କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା ସହିତ ବିଜୁ…