Latest Odisha News

BREAKING NEWS

Yearly Archives

2021

ଟିଭି, ଫ୍ରିଜ୍‌ ବିକ୍ରି କରି ଖାଦ୍ୟ ଯୋଗାଡ କରୁଛନ୍ତି ଆଫ୍‌ଗାନୀ

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତା ସାମ୍‌ନାରେ ଆଉ ଏକ ବଡ ଚ୍ୟାଲେଞ୍ଜ ଛିଡା ହୋଇଛି ତାହା ହେଉଛି ସରକାରକୁ ଚଲାଇବା। ଦେଶର ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଇବା ପାଇଁ ନିଜ ଘରର…

ଅଜାଗ୍ରତ ହେଲେ ସିଂହପରା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଫିସରେ ଗୋଟିଏ ପରେ ଗୋଟିଏ ମିଟିଂ । ସକାଳୁ କଣ ନା କଣ କାମ ଏମିତି ଆସୁଛି ଯେ, ନିଃଶ୍ୱାସ ମାରିବାକୁ ବେଳ ନାହିଁ । ସେଦିନ ଅପରାହ୍ନରେ ଗୋଟିଏ ଟେକ୍ନିକାଲ ସେସନରେ ବିଶେଷଜ୍ଞ ଭାବେ ଉଦବୋଧନ ଦେବାର ଥିଲା ଆକାଶକୁ । ସେଥିପାଇଁ ପୂର୍ବରୁ…

ଗର୍ଭବତୀଙ୍କୁ ଉଦ୍ଧାର କଲେ ବିଧାୟକ

ବାଲେଶ୍ୱର : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବିଧାୟକ । ବନ୍ୟା ପାଣି ଘରରେ ଥିବା ମହିଳାଙ୍କୁ ଉଦ୍ଧାର କରି ମହାନୀୟତା ଦେଖାଇଲେ ବାଲେଶ୍ୱର ସଦର ବିଧାୟକ । ହସ୍ପିଟାଲରେ ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ବାଲେଶ୍ୱରରେ ଏପରି ଘଟଣା ଘିଟିଛି ।ବାଲେଶ୍ୱର ସଦର ବ୍ଲକରେ ବନ୍ୟା…

ଆଜିଠୁ ଆରମ୍ଭ ଆଇଫୋନ୍‌ ୧୩ ସିରିଜର ପ୍ରି-ବୁକିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଭାରତରେ ଆଇଫୋନ୍‌ ୧୩ ସିରିଜ୍‌ର ପ୍ରି-ବୁକିଂ। ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୩ ମିନି ଉପଲବ୍ଧ। ଏହି ସପ୍ତାହ ଆରମ୍ଭରେ ଆପଲ୍ ଆଇଫୋନ୍ ୧୩ ସିରିଜ୍ ଲଞ୍ଚ କରିଥିଲା। ଆଇଫୋନ୍ ୧୩ ମିନି ଏବଂ ଆଇଫୋନ୍ ୧୩ ଡୁଆଲ୍ ରିୟର…

ତାଲିବାନକୁ ଆଇଏମ୍‌ଏଫ୍‌ର ଶକ୍ତ ଝଟ୍‌କା; ସର୍ତ୍ତ ପୂରା ନହେଲେ ମିଳିବନି ସାହାଯ୍ୟ

ନୂଆଦିଲ୍ଲୀ: ତାଲିବାନକୁ ଆଇଏମ୍‌ଏଫ୍‌ର ବଡ ଝଟ୍‌କା। ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବଡ ଝଟ୍‌କା ଦେଇଛି। ଆଇଏମ୍ଏଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରି ଦେଇଛି। ତାଲିବାନ ନେତୃତ୍ୱାଧୀନ ସରକାରକୁ ସ୍ୱୀକୃତି…

ଜିୟା ଖାନ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚକୁ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଳ୍ଲୀ: ବହୁଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାର ଅଧିକ ଯାଞ୍ଚ ପାଇଁ ଅନୁମତି ମାଗିଥିବା ଆବେଦନକୁ ଗୁରୁବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାର ଶୁଣାଣି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଜିୟାଙ୍କ ମା ରବିୟା…

ବାଇକ୍ ସହ ଧକ୍କା ପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ଯାଜପୁର: ବାଇକ୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା । ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି ।…

ଜଣଙ୍କୁ କଚାଡି ମାରିଲା ହାତୀ, ଆଉ ଜଣେ ଗୁରୁତର

ପାଟଣାଗଡ଼(ବଲାଙ୍ଗିର): ହାତୀ ଆକ୍ରମଣରେ ଜଣେ ମୃତ । ଆଉ ଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଏହି ଘଟଣା ଘଟିଛି । ଗତ କିଛି ଦିନ ହେବ ଗାଁ ନିକଟରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଦୁଇ ଦିନରେ ଦୁଇ ଜଣଙ୍କର ଜୀବନ…

ଅଭିନେତା ନୁହେଁ ଆଇଏଫ୍‌ଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡ୍‌ପତି ୧୩ ଉପସ୍ଥାାପନା କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ଅମିତାଭ ଅଭିନେତା ନୁହେଁ ବରଂ ଆଇଏଫ୍‌ଏସ୍‌ ଅଧିକାର ହେବାକୁ ଚାହୁଁଥିଲେ। ତାଙ୍କର ପ୍ରଥମ ପସନ୍ଦ ଥିଲା ଜଣେ ଆଇଏଫ୍‌ଏସ୍‌ ଅଫିସର୍‌ ହେବା। ସୁପରଷ୍ଟାର…

କରୋନାରୁ ସୁସ୍ଥ ହେବା ପରେ ଦେଖାଯାଉଛି ଏହି ନୂଆ ଲକ୍ଷଣ; ଆତଙ୍କିତ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଥମେ ରିପୋର୍ଟ ହେବାର ଦେଢ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ସେହି ଦିନଠାରୁ ଲୋକମାନେ ବିଭିନ୍ନ ପ୍ରକାରର କୋଭିଡ୍‌ ପରବର୍ତ୍ତୀ ରୋଗ କିମ୍ବା ସମସ୍ୟା ବିଷୟରେ ଅଭିଯୋଗ କରି ଆସୁଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସାର୍ ଗଙ୍ଗା ରାମ ହସ୍ପିଟାଲର…