Latest Odisha News

BREAKING NEWS

Yearly Archives

2021

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

ମହାନଦୀରେ ବନ୍ୟା ଆଶଙ୍କା‌; ଏସ୍‌ଆର୍‌ସି

ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମହାନଦୀ ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ବୁଧବାର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଗତ ତିନି ଦିନ ଧରି…

ସାପୁଆ, କଣ୍ଟିଆ ନଦୀରେ ବନ୍ୟା

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଛି  ।  ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ…

ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା। ଏ ନେଇ ‌ପ୍ରୋଡ୍ୟୁସର୍‌ସ ଗିଲ୍ଡ ଅଫ୍‌ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ଏକ ନନ୍‌ ପ୍ରଫିଟ୍‌ ଟ୍ରେଡ୍‌ ସଂସ୍ଥା ଯେଉଁଥିରେ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ନ୍ୟୁ ମିଡିଆ…

ଏଥର ଦିପାବଳୀରେ ରାଜଧାନୀରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏଥର ରାଜଧାନୀ‌ରେ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ଭୟଙ୍କର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ବାଣ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି।…

ବିଜେଡିରେ ଯୋଗଦେଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ର ଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତିା ନିଜ…

ଇତିହାସ ପାଲଟିବ ସାତଭାୟା, ଲୀନ ହୋଇଯିବି ମା’ ପଞ୍ଚୁ ବରାହି ମନ୍ଦିର

କେନ୍ଦ୍ରାପଡା : ଇତିହାସ ପାଲଟିବ ସାତଭାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବି ମା’ ପଞ୍ଚୁ ବରାହିଙ୍କ ମନ୍ଦିର । ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା’ ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ…

ଆଫଗାନିସ୍ତାନ ରେସ୍‌କ୍ୟୁ କ୍ରାଇସିସ୍‌ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନବାସୀଙ୍କ ଉଦ୍ଧାର ସଙ୍କଟ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଏଥିପାଇଁ ଜନ୍ ଆବ୍ରାହମ୍-ଷ୍ଟାରର୍ ଆଟାକ୍ ନିର୍ମାତା ଅଜୟ କପୁର ସୁଭାଷ କାଲେଙ୍କ ସହ ସହଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲ୍‌ ରହିବ 'ଗାରୁଦ'। ଫିଲ୍ମର ନିର୍ଦ୍ଦେଶକ ତଥା କାଷ୍ଟ ଏପର୍ଯ୍ୟନ୍ତ ଘୋଷଣା…

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ…

‌ଲୋପ ପାଇବନି କରୋନା ଭୂତାଣୁ; ସତର୍କ ରହିବାକୁ ‘ହୁ’ ର ପରାମର୍ଶ

ନୂଆଦିଲ୍ଲୀ: ଲୋପ ପାଇବ ନାହିଁ କରୋନା ଭୂତାଣୁ। ଏ ନେଇ ହୁ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନ୍ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୯ରୁ ସ୍ବାଇନ୍‌ ଫ୍ଲୁ ଭୂତାଣୁର ଏବେ ବି ବ୍ୟାପି ଚାଲିଛି। ଅଧିକ ଟିକାକରଣ ସହିତ ରୋଗ…