ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି
ସୁବର୍ଣ୍ଣପୁର: ଜଗନ୍ନାଥ ମନ୍ଦିରରୁ ଚୋରି l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି l ପୁରା ହୁଣ୍ଡିକୁ ଉଠାଇ ନେଲେ ଦୁର୍ବୁତ୍ତ l ଠାକୁରଙ୍କ ପାଟ ଶାଢ଼ୀ ଓ ରୁପା ଗଡୁ ଚୋରି l ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ରେ ତିନି…