Latest Odisha News

BREAKING NEWS

Yearly Archives

2021

ସମ୍ପୂର୍ଣ୍ଣ ଟିକାକୃତ ଲୋକଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ଜରୁରୀ ନୁହେଁ

ନୂଆଦିଲ୍ଲୀ: କୋଭିଡ-୧୯ ର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟକୁ ନେଇ ଭୟ ମଧ୍ୟରେ କିଛି ଦେଶ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି। କିନ୍ତୁ ଦି ଲାନସେଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ଲାଗି…

ଏଲଜେପିର ପ୍ରିନ୍ସ ପାସୱାନଙ୍କ ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସାଂସଦ ଓ ଚିରାଗ ପାସୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ପାସୱାନଙ୍କ ବିରୋଧରେ ଆଜି କନ୍ନଟ ପ୍ଲେସ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଏହି ଏଫଆଇଆରରେ ଚିରାଗଙ୍କ ନାମ ମଧ୍ୟ ରହିଛି । ୩ ମାସ ତଳେ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ…

ବଢୁଛି ଡେଲ୍‌ଟା ଭୟ; ପୁଣି ହେଲା ଲକ୍‌ଡାଉନ୍‌

ବେଜିଂ: ଚୀନ୍‌ରେ ବଢୁଛି ଡେଲ୍‌ଟା ଭୟ। ଏକାଧିକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ଚୀନ୍ ଦକ୍ଷିଣ-ପୂର୍ବ ପ୍ରଦେଶର ଫୁଜିୟାନର ୪.୫ ନିୟୁତ ଲୋକ ବସବାସ କରୁଥିବା ସହରକୁ ଲକ୍‌ଡାଉନ୍‌ କରିଛନ୍ତି ଚୀନ ସରକାର। ପୁଣି ଥରେ ଡେଲ୍ଟା ବିସ୍ଫୋରଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ। ଏହାକୁ…

ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଲା ବର୍ଷା, କେଉଁଠି କେତେ ବର୍ଷିଛି ?

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ବିତ୍ପାତ ଆଣିଛି । ଅବିରତ ବର୍ଷାରେ ସାରା ରାଜ୍ୟ ହନ୍ତସନ୍ତ ହୋଇଛି । ଚଳିତ ଲଘୁଚାପ ପ୍ରଭାବରେ ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଛି ବର୍ଷା । ଅନୁଗୁଳ ଜିଲ୍ଲାର ତାଳଚେରରେ…

ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କ ସ୍ଥାନାନ୍ତର ଶେଷ କଲା ଆମେରିକା

ୱାଶିଂଟନ୍: ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ସହିତ ଆମେରିକା ଇତିହାସର ସବୁଠାରୁ ବଡ ବିମାନ ଉଡ଼ାଣ ସମାପ୍ତ କରିଛି ବୋଲି ଜଣେ ସରକାରୀ ଅଧିକାରୀ ମଙ୍ଗଳବାର କହିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଏକ ଟ୍ୱିଟରେ କହିଛନ୍ତି ଯେ…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଗମନାଗମନ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ୫୩ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଠପ୍ ହୋଇଛି ଯାତାୟତ । ବିଶେଷ କରି ଯାଜପୁର ଜିଲ୍ଲା ଡୁବୁରୀ ଓ…

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ…

କମୁଛି କରୋନା କାୟା: ଆଜି ଓଡ଼ିଶାରୁ ୪୨୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୨୮ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୬ । ୧୮ ବର୍ଷ ଭିତରେ ଆଉ ୫୫ ଜଣ ଆକ୍ରାନ୍ତ ଚିହ୍ନଟ…

‘ମାସ୍କ’ ଆଉ କେତେ ଦିନ?

ନୂଆଦିଲ୍ଲୀ: କରୋନା ସମସ୍ତଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି କରୋନା ଉପଯୁକ୍ତ ଆଚରଣ, ଆମ ଜୀବନର ଏକ ଅଂଶ ପାଲଟିଯାଇଛି। କରୋନାରୁ ସୁରକ୍ଷା ପାଇବା ଲାଗି ଲୋକମାନେ କରୋନା ଟିକା ନେବା ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ…