Latest Odisha News

BREAKING NEWS

Yearly Archives

2021

ପ୍ରମାଣପତ୍ର ପାଇଁ ବାର ଦୁଆର ହେଉଛନ୍ତି ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡା: ଆଦିମ ଜନଜାତିଙ୍କୁ ନେଇ ସରକାର ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ହେଲେ ଏହି ଯୋଜନା ବୋଧ ହୁଏ କେବଳ କାଗଜ କଲମରେ ସଫଳ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରିର ଜଣେ ନୀରିହ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା ସାମାନ୍ୟ ଏକ ପ୍ରମାଣ ପାଇଁ କାହିଁ କେବେଠୁ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି…

ଟିଟି ଷ୍ଟାର ମନିକା ବାତ୍ରାଙ୍କୁ ମ୍ୟାଚ ଫିକ୍ସ କରିବାକୁ କହୁଥିଲେ କୋଚ ସୌମ୍ୟଦୀପ !

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଶୁକ୍ରବାର କୋଚ ସୌମ୍ୟଦୀପ ରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦୋହାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମୋତେ ଜାଣିଶୁଣି ମ୍ୟାଚ ହାରିବା ପାଇଁ କହୁଥିଲେ । ଏହା ଦ୍ୱାରା ତାଙ୍କ ପାଖରେ…

ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ

ଭୁବନେଶ୍ବର : ରାଜଧାନୀରେ ଉଦଘାଟିତ ହୋଇଛି ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ଓଡଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରେଷ୍ଟୁରାଣ୍ଟ ଉଦଘାଟିତ ହେବା ପରେ ଏଣିକି ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ…

ମର୍ମନ୍ତୁଦ ଦୁର୍ଘଟଣା,୧୦ ଯାତ୍ରୀ ଗୁରୁତର

ମୟୂରଭଞ୍ଜ :ମୟୂରଭଞ୍ଜ ବାଙ୍ଗିରପୋଷି ଦ୍ୱାରସୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ନିକଟରେ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଯାତ୍ରୀ ଅଳ୍ପ ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦାରୁ କେଉଁଝର…

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ…

ମୋ ବସ୍‌ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍‌ର ଦୁଇଟି ଡିପୋକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି ।…

ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !

ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ…

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁଦିନ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଗାଇଡ ଲାଇନ୍ ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବରୁ ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ…

ପାରା ଅଲିମ୍ପିକ୍ସ: ତୀରନ୍ଦାଜରେ ହରବିନ୍ଦର ଜିତିଲେ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ତୀରନ୍ଦାଜ ହରବିନ୍ଦର ସିଂ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର କିମ ମିନ ସୁଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ରୋମାଂଚକର ହୋଇଥିଲା । ରିକର୍ଭ ବ୍ୟକ୍ତିଗତ ଇଭେଂଟ  ଶୁଟ ଅଫରେ ହରବିନ୍ଦର ୧୦ ପଂଏଟ ହାସଲ କରିଥିବା…

ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଇଡା’

ଆମେରିକା : ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ଇଡା । ବାତ୍ୟା ଯୋଗୁ ନ୍ୟୁୟର୍କ ସିଟିରେ ବନ୍ୟାଜଳ ଭରି ରହିଛି । ଘୂର୍ଣ୍ଣିଝଡ଼ ଯୋଗୁ ନଦୀରେ ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ପ୍ରବେଶ କରିଥିବାରୁ ପାଖାପାଖି ୪୬ ଜଣଙ୍କ ମୃତ୍ୟୁ ହୋଇଛି ।…