Latest Odisha News

BREAKING NEWS

Yearly Archives

2021

ଆଫଗାନିସ୍ତାନରୁ ପାକ୍ ଅଧିକୃତ କାଶ୍ମୀରକୁ ଫେରିଛନ୍ତି ୮ ହଜାର ଆତଙ୍କୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ଆତଙ୍କବାଦୀଙ୍କ ଗଡ ପାଲଟିଲା ପାକ୍ ଅଧିକୃତ କାଶ୍ମୀର । ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ୮ ହଜାରରୁ ଅଧିକ ସଦସ୍ୟ ପାକ୍ ଅଧିକୃତ କାଶ୍ମୀରକୁ ଫେରିଥିବା ଜଣାପଡିଛି । ଏମାନେ ତାଲିମ ନେବା ଲାଗି କିଛି ବର୍ଷ ତଳେ…

ଆଫଗାନିସ୍ତାନରେ ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଗଠନ ହେବ ସରକାର

ଆଫଗାନିସ୍ତାନ : ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ଗଠନ ହେବ ସରକାର । ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ବାରଦାର ନୂଆ ସରକାରର ନେତୃତ୍ବ ନେବେ । ସରକାରରେ ତାଲିବାନ ପ୍ରତିଷ୍ଠାତା ମୁ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଆବାସ…

ଦିଲ୍ଲୀ ବିଧାନସଭାରେ ମିଳିଲା ରହସ୍ୟମୟ ସୁଡଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡଙ୍ଗର ସନ୍ଧାନ ମିଳିଛି । ଏହା ଲାଲ କିଲ୍ଲା ପର୍ଯ୍ୟନ୍ତ ଯାଇଛି ବୋଲି ଅନୁମାନ କରାଯାଉଛି । ବ୍ରିଟିଶ ଶାସନବେଳେ ଏହି ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ ଏହି ସମ୍ପର୍କରେ ସୂଚନା…

ଯାଜପୁରରେ ମାତିଛନ୍ତି ଲୁଟେରା

ଯାଜପୁର: ଯାଜପୁରରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ୍। ଯାଜପୁର ଥାନା କୋଦଣ୍ଡପୁର ଅଞ୍ଚଳରେ ଏପରି ଅଘଟଣ ଘଟିଛି । ସୁନ୍ଦରମୁହିଁ ଅଞ୍ଚଳରୁ ଯାଜପୁର ଟାଉନ୍ ଥାନା ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ରଙ୍କୁ କୋଦଣ୍ଡପୁର ଅଞ୍ଚଳରେ ଅଟକାଇ ତାଙ୍କ ବେକରୁ…

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଅଲିମ୍ପିକ ଗେମ୍ସରୁ ଫେରିବା ପରେ…

ଟ୍ରେନ୍ ଦୁର୍ଘଟଣାରେ ଯୁବକ ଆହତ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣାରେ ହାତ କଟିଯିବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ଯୁବକ ଜଣକ ଭଦ୍ରକ ୧୪ ନମ୍ବର ୱାର୍ଡର ନୀଳକଣ୍ଠପୁର ଗାଁ ର କାଳିଆ ସିଂ ଙ୍କ ପୁଅ ଜିତେନ୍ଦ୍ର ବୋଲି ଜଣାପଡ଼ିଛି।…

ଯାଜପୁରରେ ଡବଲ ମର୍ଡର

ଯାଜପୁର : ଯାଜପୁରରେ ଡବଲ ମର୍ଡର । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ଜଣଙ୍କ ମୃତ ହେହ କୁ ପୋଲିସ ଉଦ୍ଧାର କରିଛିା। ମୃକକ ଦୁଇ ଜଣ ଜହ୍ନା ଗାଁ ର ବିଜୟ ସାହୁ ଓ ମାନସ ରଞ୍ଜନ ଦାସ ବୋଲି ଜଣାପଡ଼ିଛି।ଉଭୟଙ୍କ ଦେହରେ କ୍ଷତ ସ୍ଥାନ ରହଛି। ପୋଲିସ ଉଭୟଙ୍କ ମୃତ ଦେହକୁ…

ପ୍ରେମ ପାଇଁ ରାଜକୀୟ ସୁଖ ତ୍ୟାଗ କରିବେ ଜାପାନ ରାଜକୁମାରୀ ମାକୋ, ସାଧାରଣ ନାଗରିକ କୋମୁରାଙ୍କୁ କରିବେ ବିବାହ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଶେଷରେ ପ୍ରେମ ପାଇଁ ରାଜକୀୟ ସୁଖ ଛାଡିବାକୁ ରାଜି ହୋଇଛନ୍ତି । ଜାପାନର ବର୍ତମାନ ରାଜା ନରୁହିତାଙ୍କ ଭାଇ ରାଜକୁମାର ଅକିଶିନୋଙ୍କ ଝିଅ ହେଲେ ମାକୋ । ରାଜବଂଶ ବାହାରେ ଜଣେ ସାଧାରଣ ନାଗରିକକୁ ବିବାହ କରିବା ପାଇଁ ତାଙ୍କୁ ୯.୧୦ କୋଟି ଟଙ୍କା ମିଳିଥିଲା,…

ବିଜେଡି-କଂଗ୍ରେସ ଭିତରେ ଡିଲ୍ ହୋଇଛି: ମୋହନ ମାଝୀ

ଭୁବନେଶ୍ୱର: ବିଧାନସଭା ନଚାଲିବା ନେଇ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଅଭିଯୋଗ ଆଣିଛନ୍ତି, ବିଜେଡି ଓ କଂଗ୍ରେସ ଭିତରେ ଡିଲ୍ ହୋଇଛି । ସେ କହିଛନ୍ତି, ମାହାଙ୍ଗା ମର୍ଡର, ଆଇନ ଶୃଙ୍ଖଳା ଉପରେ ଆଜି ଆଲୋଚନା ହେବାର ଥିଲା । ମୋହନ ମାଝୀ କହିଛନ୍ତି,…

୫୫୦ କୋଟି ବଜେଟର ହଲିଉଡ ଫିଲ୍ମରେ ଅଭିନୟ କରିବେ ଦୀପିକା

ମୁମ୍ବାଇ: ୪ ବର୍ଷ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି । ଅଣ ଟାଇଟେଲ୍ଡ କ୍ରସ କଲଚରାଲ ଏହି ରୋମାଂଟିକ କମେଡିରେ ଦୀପିକା ମୁଖ୍ୟ ଅଭିନେତ୍ରୀ ହେବେ । ପିକାର ଏହି ଫିଲ୍ମ ୫୫୦ କୋଟି ବଜେଟର ହେବ । ନ୍ୟୁୟର୍କ ଏବଂ ଭାରତର କେତେକ ସ୍ଥାନରେ ଏହି ଫିଲ୍ମର…