Latest Odisha News

BREAKING NEWS

Yearly Archives

2021

[ଭିଡିଓ] ଖୁଲମଖୋଲା କିଡନାପ୍ , ଏବେ ବି ଚାଲିଛି ତଦନ୍ତ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲେଶ୍ୱର: ଜିଲ୍ଲାର ଷ୍ଟେସନ୍ ଛକ ସ୍ଥିତ ବିଦେଶୀ ମଦ ଦୋକାନ ଫାଟକରେ ଆଜି ସକାଳେ ଝୁଲି ରହିଥିଲା ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ । ଦେହର ଅଧିକାଂଶ ସ୍ଥାନରେ ସୃଷ୍ଟି ହୋଇଥିଲା କ୍ଷତ ଚିହ୍ନ । ସ୍ଥାନାୟ ଲୋକଙ୍କଠାରୁ ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲା ସହଦେବଖୁଣ୍ଟା ପୋଲିସ । ମିଳିଥିବା…

ଅଧିକ ଟଙ୍କାର ଚେକ୍ ଦେଉଥିଲେ ହୁଅନ୍ତୁ ସାବଧାନ, ନଚେତ୍ ବାଉନସ ହେବ ଚେକ୍

ନୂଆଦିଲ୍ଲୀ : ଅଧିକ ଟଙ୍କାର ଚେକ୍ ଦେଉଥିଲେ ଏଣିକି ହୁଅନ୍ତୁ ସାବଧାନ । ଚେକ୍ ସମ୍ପର୍କରେ ବ୍ୟାଙ୍କକୁ ଅବଗତ ନକଲେ ବାଉନସ ହୋଇପାରେ ଆପଣଙ୍କ ଚେକ୍ । ଦିନକୁ ଦିନ ବ୍ୟାଙ୍କ ଜାଲିଆତି ସଂଖ୍ୟା ବଢୁଥିବାରୁ ଏଭଳି ନିୟମ ଆପଣାଇବା ଲାଗି ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।…

ଆଜାଦି କା ଅମୃତ ମହୋତ୍ସବ ବ୍ୟାନରରେ ନେହେରୁଙ୍କ ଫଟୋ ନ ଥିବା ନେଇ ବିବାଦ

ନୂଆଦିଲ୍ଲୀ: ଭାରତ ସରକାର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଙ୍କ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଶନିବାର ଆଇସିଏଚଆର ଏ ନେଇ ଏକ ବ୍ୟାନର ପ୍ରକାଶିତ କରିଛି । ଏଥିରେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଫଟୋ ନ ଥିବାରୁ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି । ଏହି…

ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ୧୦ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ…

ନର୍କରୁ ସ୍ୱର୍ଗ: ବେଲଜିୟମ ବିମାନ ବନ୍ଦରରେ କୁନି ଝିଅର ଖୁସି ଏବେ ଚର୍ଚ୍ଚାରେ

ବ୍ରସଲ୍ସେ: ତାଲିବାନ ଅଧିକୃତ ଆଫଗାନିସ୍ତାନ ଏବେ ଅନେକଙ୍କ ପାଇଁ ନର୍କ ପାଲଟି ଯାଇଛି । ଆଉ ଏଥିରୁ ମୁକୁଳିଯାଇଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ତାଲିବାନ ଭୟରେ କାବୁଲ ବିମାନବନ୍ଦରରେ ନ ଖାଇ ନ ପିଇ ପଡି ରହିଥିବା ଲୋକମାନଙ୍କର ଗୋଟିଏ ଚିନ୍ତା... କିପରି ନର୍କରୁ ମୁକ୍ତି…

କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ:ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ…

ହାଇଆଲର୍ଟରେ ଭାରତର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ଭାରତରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ତାଲିବାନର ସାହାଯ୍ୟ ଲୋଡିଛି । ଏପରିକି ଏହାର ୨ଜଣ ଆତଙ୍କୀ ଶ୍ରୀନଗର ଗ୍ରେନେଡ ଆଟାକ କରିବା ପାଇଁ ଷଡଯନ୍ତ୍ର ରଚି ସାରିଛନ୍ତି ବୋଲି ଭାରତର ଗୋଇନ୍ଦା ସଂସ୍ଥା ଖବର ପାଇଛି । ଏହାକୁ ଆଖି ଆଗରେ ରଖି ଜମ୍ମୁ-କଶ୍ମୀର ଏବଂ…

ମୌଳିକ କମ୍ପ୍ୟୁଟର ଶିକ୍ଷା ସମ୍ବନ୍ଧରେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର : କମ୍ପ୍ୟୁଟର ଶିକ୍ଷା ଯୋଗ୍ୟତାକୁ ଆଧାର କରି ଦାଖଲ ହୋଇଥିବା ମାମଲାକୁ ଶେଷ କରିବା ପାଇଁ ହାଇକୋର୍ଟଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ କହିଛନ୍ତି ଯେ, ଓକେସିଏଲ ରାଜ୍ୟ ସରକାରଙ୍କ ଦ୍ବାରା…

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି…