Latest Odisha News

BREAKING NEWS

Yearly Archives

2021

ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’କୁ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାକୁ ଯୋଗାଇବାକୁ ଯୋଜନା ରହିଛି । ଏହି…

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ…

ବ୍ୟବସାୟୀଙ୍କୁ ଅପହରଣ, ଓ୍ବେବ୍ ଚ୍ୟାନେଲ ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ଭୁବନେଶ୍ବର : ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି ।…

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ବର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ…

ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ । ଦେଶକୁ ତାଲିବାନ କବଜା କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ମହିଳା ଉପସ୍ଥାପିକାଙ୍କ ଉପରେ ପ୍ରଥମ ପର୍ଯ୍ୟାୟରେ ନିଷେଧାଦେଶ ଜାରି କରାଯାଇଛି । କିଛି ଦିନ ମଧ୍ୟରେ ଗଣମାଧ୍ୟମ ଉପରେ ଅଙ୍କୁଶ ଜାରି କରାଯାଇପାରେ ବୋଲି…

ବନ୍ଦ ହେଲା ଦି ଇମ୍ମୋର୍ଟାଲସ ଅଶ୍ୱଥମା ଫିଲ୍ମ

ମୁମ୍ବାଇ: ଭିକ୍କି କୌଶଲ ଓ ସାରା ଅଲୀ ଖାଁ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ଦି ଇମ୍ମୋର୍ଟାଲସ ଅଶ୍ୱଥମା ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ନିର୍ମାତ ରନୀ ସ୍କ୍ରିୁୱାଲା ଓ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବ୍ୟକ୍ତିଗତ ଅଶାନ୍ତି ଏବଂ ବିଗ ବଜେଟକୁ ଏହାକୁ…

କାବୁଲ ବିମାନବନ୍ଦର ପୁଣି ହୋଇପାରେ ବିସ୍ଫୋରଣ, ତୁରନ୍ତ ଖାଲି କରିବାକୁ କହିଲା ଆମେରିକା

ଆଫଗାନିସ୍ତାନ : ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଅଧିକ ହେବ ଆତଙ୍କବାଦୀ ହମଲା ଓ ଆତ୍ମଘାତୀ ବିସ୍ଫୋରଣ । ଦେଶରୁ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । ଏନେଇ ସତର୍କ ସୂଚନା ଜାରି କରିଛି ଆମେରିକା । ହ୍ବାଇଟ୍ ହାଉସ ପ୍ରେସ୍ ସଚିବ ଜେନ୍ ସାକି…

ରୁଷିଆ ନିକଟରୁ ଭାରତ କିଣିବ ୭୦ ହଜାର ଏକେ-୧୦୩ ରାଇଫଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ଆଫଗାନିସ୍ତାନର ବର୍ତମାନ ଅବସ୍ଥା ଏବଂ ଚୀନ, ପାକିସ୍ତାନକୁ ଆଖି ଆଗରେ ରଖି ଭାରତୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି । ୩୦୦ କୋଟି ଟଙ୍କାର ଏମେର୍ଜନ୍ସି ଚୁକ୍ତି କରାଯାଇଥିବାରୁ ଏହା…

“ଆଫଗାନିସ୍ତାନ ହାଲଚାଲ” ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲମ୍ବା ଧାଡି

ଭୁବନେଶ୍ୱର: ଆଫଗାନିସ୍ତାନର ନ୍ୟୁ କାବୁଲ୍ ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲାଗିଛି ଲମ୍ବା ଧାଡି । କିଛି ଏଭଳି ସ୍ଥିତି ଆଜି ସାମ୍ନାକୁ ଆସିଛି । ଦିନକୁ ଦିନ ଦେଶରେ ଦରବୃଦ୍ଧି ଲୋକଙ୍କ ପ୍ରମୁଖ ଚିନ୍ତା ବଢାଉଥିଲାବେଳେ ଅର୍ଥାଭାବ ଲୋକଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପକାଇଛି । ପ୍ରାୟ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବାଲେଶ୍ୱର ଗସ୍ତରେ ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି

ବାଲେଶ୍ୱର:ବାଲେଶ୍ୱର ଗସ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ.ମୂରଲୀଧର। ଜିଲ୍ଲା ବାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ମୁଖ୍ୟ ବିଚାରପତି । ବାଲେଶ୍ୱର ବିଚାର ବିଭାଗ ଦାୟିତ୍ୱରେ ଥିବା ଉଚ୍ଚନ୍ୟାୟଳୟର ବିଚାରପତି ଦେବବ୍ରତ ଦାଶ ଓ ମୁଖ୍ୟ ବିଚାରପତି…