Latest Odisha News

BREAKING NEWS

Yearly Archives

2021

ଆଗକୁ ଆସୁଛି ଓଲିଉଡ୍ ଫିଲ୍ମ “ତୁ ସେଇ ନୀଳନୟନା”

ଭୁବନେଶ୍ୱର: କରୋନା ମହାମାରୀ ପରେ ଚଳଚଂଚଳ ହୋଇଉଠିଛି ଓଲିଉଡ ଜଗତ । ପାଇପଲାଇନରେ ରହିଛି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ଆଉ ଏକ ଭିନ୍ନ ସ୍ୱାଦର ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଗକୁ ଆସୁଛି ଓଲିଉଡ ଫିଲ୍ମ ତୁ ସେଇ ନୀଳନୟନା । ସଚ୍ଚିକାନ୍ତ…

କଂଗ୍ରେସ ଛାଡିବା ପରେ ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ

ନୂଆଦିଲ୍ଲୀ: ଆଜି ସକାଳେ କଂଗ୍ରେସରୁ ଇସ୍ତଫା ଦେବା ପରେ ସୁସ୍ମିତା ଦେବ ଆଜି ଅପରାହ୍ନରେ ଟିଏମ୍‌ସିରେ ଯୋଗ ଦେଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଦଳର ମହିଳା ୱିଙ୍ଗର ସଭାପତି ଥିଲେ। ଏବଂ ତାଙ୍କ ଟ୍ୱିଟର ବାୟୋରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସହ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଥିଲେ।…

ଏହି ରାଜ୍ୟରେ ୨୪ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଚିନ୍ତା ମଧ୍ୟରେ ଉତ୍ତରାଖଣ୍ଡ ସରକାର ସୋମବାର ଦିନ ଅଗଷ୍ଟ ୧୭ ସକାଳ ୬ଟା ରୁ ୨୪ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣାକୁ ବୃଦ୍ଧି କରିଛନ୍ତି। କର୍ଫ୍ୟୁ ସମୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।…

ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ଅଲିମ୍ପିଆନ୍

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିଆନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସରକାରୀ ବାସଭବନରେ ଅଲିମ୍ପିଆନଙ୍କ ପାଇଁ ଜଳଖିଆ ପାର୍ଟି ରଖିଥିଲେ । ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଅଲିମ୍ପିକ୍ସ ଅନୁଭୂତି ସେୟାର…

ଟାଇଗର୍‌ଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା। ଟାଇଗର ନୂଆ ଗୀତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି। ଟାଇଗରଙ୍କ ନୂଆ ଗୀତ 'ବନ୍ଦେ ମାତରମ୍‌' ବଡ ସଫଳତା ଲାଭ କରିଛି। ଟାଇଗର୍‌ଙ୍କ ଏହି ଦେଶପ୍ରେମ ଗୀତରେ ପ୍ରଧାନମନ୍ତ୍ରୀ ମୋଦୀ…

ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ବେପାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ଜଳେଶ୍ୱର ପାଲଟିଛି ଧଳା ଜହର ହବ୍ । ଡିଲ୍ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜଳେଶ୍ୱର ମାର୍କେଟରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଯାହାର ଓଜନ ୨କିଲୋ ୪୦୨ ଗ୍ରାମ୍ ।…

ପୁରସ୍କାର ରାଶିରେ ମ୍ୟୁଜିକ୍‌ ସ୍କୁଲ ଖୋଲିବେ ପୱନଦୀପ

ମୁମ୍ବାଇ: ୨୦୨୧ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୨ ବିଜେତା ହୋଇଛନ୍ତି ପୱନଦୀପ ରାଜନ। ପୱନଦୀପଙ୍କୁ ପୁରସ୍କାରରେ ୨୫ ଲକ୍ଷ ଟଙ୍କା ଚେକ୍ ସହିତ ଏବଂ ମାରୁତି ସୁଜୁକି ସ୍ବିଫ୍ଟ କାର୍ ପ୍ରଦାନ କରାଯାଇଛି। ପୱନଦୀପ ଉତ୍ତରାଖଣ୍ଡର ବାସିନ୍ଦା। ଇଣ୍ଡିଆନ୍‌ ଆଇଡଳ୍ ବିଜେତା ହେବା ପରେ…

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ…

ପେଗାସସ୍ ମାମଲା ତଦନ୍ତ କରିବ କମିଟି, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

ନୂଆଦିଲ୍ଲୀ: ପେଗାସସ୍ ମାମଲା ତଦନ୍ତ ପାଇଁ ଗଠନ ହେବ କମିଟି । ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ଗୁପ୍ତରେ ତଥ୍ୟ ସଂଗ୍ରହ କିମ୍ବା କାହା ଉପରେ ନଜର ରଖଯାଇଥିବା…

ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଦିନ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହାସହିତ ରାଜ୍ୟର ୧୦ ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହିତ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ…