ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୬ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬
ରାତି ଜମୁଥିଲା ଠିକ୍ ଖଣ୍ଡେ ବରଫଭଳି ଧିରେ ଧିରେ। ଏଇ ଆପାର୍ଟମେଣ୍ଟର ସବୁକିଛି ବହୁତ ବଢିଆ। ନିରାପତ୍ତା ଦୃଷ୍ଟିରୁ ବହୁତ ଭଲ।ନହଲେ ଅସହାୟ ରାତିଟାରେ ନିପାରିଲା ମଣିଷ ସହ ଏକଲା ଝିଅଟି ରହନ୍ତା କିପରି ଯେ ।…