Latest Odisha News

BREAKING NEWS

Yearly Archives

2021

ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଓଡ଼ିଆ ଗଣମାଧ୍ୟମ : ଯାତ୍ରାର କିଛି ରାସ୍ତା

ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୬ ବର୍ଷ ପୂର୍ତ୍ତି ପାଳନ କରୁଛି । କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୫ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ । ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି । ଅଗଷ୍ଟ ୪,…

ଆଜିଠୁ ଦେବୀ ବିରଜା ଦର୍ଶନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଭକ୍ତ ପ୍ରବେଶ | ବୁଧବାର ଦିନ ମା ବିରଜା ମନ୍ଦିରକୁ ଭକ୍ତ ମାନେ ପ୍ରବେଶ କରି  କରିବା ସହ ମାଙ୍କ ଦର୍ଶନ କରି ପ୍ରାଥନା କରିଛନ୍ତି | ଦ୍ୱିତୀୟ କରୋନା ଲହରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ମେ ୫ତାରିଖରୁ ଭକ୍ତ…

ପ୍ରଥମ ବନ୍ୟାଜଳ ଛାଡିଲା ରେଙ୍ଗାଲି ଡ୍ୟାମ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମର କର୍ତ୍ତୃପକ୍ଷ ବୁଧବାର ବ୍ରାହ୍ମଣୀ ନଦୀର ପ୍ରଥମ ବନ୍ୟା ଜଳ ଛାଡିଛନ୍ତି। କର୍ତ୍ତୃପକ୍ଷ ସକାଳ ୧୧ ଟାରେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ରୁ ବନ୍ୟା ଜଳ ଛାଡିଥିବା ସୂଚନା ମିଳିଛି। ଜଳଭଣ୍ଡାରକୁ ଜଳ ପ୍ରବାହ ୧୬୨୭ କ୍ୟୁସେକ୍ ହୋଇଥିବାବେଳେ…

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ…

୨୭ରେ ମୁକ୍ତିଲାଭ କରିବ ଦେବ ପଟେଲଙ୍କ ‘ଦ ଗ୍ରୀନ୍ ନାଇଟ୍‌’

ମୁମ୍ବାଇ: ଦେବ ପଟେଲଙ୍କ ଅଭିନୀତ ଫିଲ୍ମ ଦ ଗ୍ରୀନ୍ ନାଇଟ୍ ଅଗଷ୍ଟ ୨୭ରେ ମୁକ୍ତିଲାଭ କରିବ। ସାରା ବିଶ୍ୱରେ ଥିବା ଦେବଙ୍କ ପ୍ରଶଂସକ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଚଳଚ୍ଚିତ୍ର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦେବ ପଟେଲ, ଆଲିସିଆ…

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ…

ଆର୍ଥିକ ସଙ୍କଟ ଦୂର ପାଇଁ ଭଡାରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ସରକାରୀ ବାସଭବନକୁ ଭଡା ଦିଆଯାଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଶାସକ ତେହେରିକ-ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ…

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ଲାରାଙ୍କ ନୂଆ ଅବତାର

ନୂଆଦିଲ୍ଳୀ: ଗତକାଲି ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ବେଲ୍‌ ବଟମ୍‌ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ବାନି କପୁର, ହ୍ୟୁମା କୁରେଶି ଓ ଲାରା ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‌ତେବେ ଟ୍ରେଲର୍‌ ରିଲିଜ ହେବା ପରେ ‌ଲାରାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ…

ଏଣିକି ରାଜ୍ୟରେ ପ୍ରବେଶ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର: ଏଣିକି ଓଡ଼ିଶାକୁ ବୁଲି ଆସିଲେ ଆଉ ଦେଖାଇବାକୁ ପଡ଼ିବନି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କି ଟିକା ପ୍ରମାଣପତ୍ର। ରାଜ୍ୟ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର ବାଧ୍ୟତାମୂଳକ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଟିକାକରଣ ପ୍ରମାଣପତ୍ରକୁ ହଟାଇ ଦେଇଛନ୍ତି।…

ଭାରତ ପାଇଁ ବ୍ରୋଞ୍ଜ ହାସଲ କଲେ ବକ୍ସର ଲଭଲିନ୍

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା ୱେଲ୍ଟର ସେମିରେ ତୁର୍କୀର ବୁସେନାଜ ସୁର୍ମେନେଲୀ ୦-୫ ପଏଣ୍ଟରେ ଲଭଲିନାଙ୍କୁ ପରାସ୍ତ କରିଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ…