Latest Odisha News

BREAKING NEWS

Yearly Archives

2021

ଆସନ୍ତା ୧୦ ତାରିଖରୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରୁ ଖୋଲିବ ପଠାଣୀ ସାମନ୍ତ ପ୍ଲାନେଟାରିୟମ । ଭୁବନେଶ୍ବର ପଠାଣୀ ସାମନ୍ତ ପ୍ଲାନେଟାରିୟମ, ବୁର୍ଲାର ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ ଖଣ୍ଡପଡା ପଠାଣୀ ସାମନ୍ତ ପ୍ଲାନେଟାରିୟମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାରେ ଏ ସମସ୍ତ…

ୟୁପିଆଇ କିମ୍ବା ଭିମ୍ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ ୫% ରିହାତି

ଭୁବନେଶ୍ବର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ବ୍ୟାପକ କରିବାକୁ ରେଳ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି ରେଳ ମନ୍ତ୍ରଣାଳୟ । ଏଣିକି BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ…

ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ବର : ହାଓ୍ବଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ନିଷ୍ପତ୍ତି । ଏଥିପାଇଁ ଡିସେମ୍ବର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ପରିବାର

ଭୁବନେଶ୍ବର : ଏସିଏଫ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୨୩ ବିତିଲା । ହେଲେ ଏବେ ବି ପୋଲିସ ହାତ ଖାଲି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲେ ତାର ଟେର ପାଉନି ପାରଳାଖେମୁଣ୍ଡି ପୋଲିସ । ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ।…

ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ସିରିଜ ଦୁର୍ଘଟଣା, ୧୫ରୁ ଅଧିକ ଗୁରୁତର

ମୟୂରଭଞ୍ଜ : ବାଙ୍ଗିରିପୋଷି ଦ୍ବାରସୁଣି ଘାଟିରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଏକ ଟ୍ରକ ଭାରସାମ୍ୟ ହରାଇ ୭ଟି ଗାଡିକୁ ଧକ୍କା ଦେଇଛି । ପରେ ଘାଟିରେ ଓଲଟି ପଡିଥିଲା ଟ୍ରକ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏକ ଲୁହା ପଥର ବୋଝେଇ ଟ୍ରକ ଯୋଡ଼ାରୁ…

ହକିରେ ଲଢ଼େଇ କରି ହାରିଲା ଭାରତ: ଫାଇନାଲରେ ରବି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବହୁ ପ୍ରତୀକ୍ଷିତ ହଳଦିଆ ରଙ୍ଗର ପଦକ ଜିତିପାରି ନ ଥିଲେ ବୁଧବାର ଭାରତର ଓଭରାଲ ପ୍ରଦର୍ଶନ ଭଲ ରହିଛି । ସେହିପରି ମହିଳା ହକିରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ୱେ ଆର୍ଜେଂଟିନା ନିକଟରୁ ୧-୨ ଗୋଲରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନକୁ…

ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନନେଶ୍ବର : ଆସନ୍ତା ୯ ତାରିଖରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍‌ଲାଇନ୍ କ୍ଲାସ । କଲେଜ୍ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସରକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ…

ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ; ରିପୋର୍ଟ

ନୂଆଦିଲ୍ଲୀ: ଦୀର୍ଘସ୍ଥାୟୀ କୋଭିଡ୍‌-୧୯ ଲକ୍ଷଣ ପିଲାମାନଙ୍କଠାରେ ବିରଳ ଦେଖିବାକୁ ମିଳିଛି। ଯେଉଁ ପିଲାମାନଙ୍କଠାରେ କୋଭିଡ-୧୯ ର ଲକ୍ଷଣ ଦେଖାଯାଏ ସେମାନେ ସାଧାରଣତ ୬ ଛଅ ଦିନ ପରେ ଭଲ ହୋଇଯାଆନ୍ତି। ପ୍ରାୟ ୪.୪ ପ୍ରତିଶତଙ୍କଠାରେ ଲକ୍ଷଣ ଦେଖାଯାଏ ଯାହା ଚାରି ସପ୍ତାହରୁ ଅଧିକ ରହିଥାଏ।…

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ; ୧୨୦୦ ଗାଁ ଜଳମଗ୍ନ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୨୦୦ ଗାଁ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୫,୯୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା, ଏନଡିଆରଏଫ, ବିଏସଏଫ ଏବଂ ରାଜ୍ୟର ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ରିଲିଫ ଏବଂ…

କରୋନା ଚିକିତ୍ସା ପାଇଁ ସହାୟକ ହୋଇପାରେ ‘କାଲୋଞ୍ଜୀ’; ରିପୋର୍ଟ

ସିଡନୀ: କରୋନା ସଂକ୍ରମଣରେ କାଲୋଞ୍ଜୀ ଅର୍ଥାତ୍‌ କଳାଜିରା ବେଶ୍‌ ଉପାଦେୟ ବୋଲି ଅଷ୍ଟ୍ରେଲୀୟ ଅନୁସନ୍ଧାନକାରୀମାନେ ଜଣାପଡ଼ିଛି। ଏହି ଅଧ୍ୟୟନ କ୍ଲିନିକାଲ୍ ଏବଂ ଏକ୍ସପେରିମେଣ୍ଟାଲ୍ ଫାର୍ମାକୋଲୋଜି ଏବଂ ଫିଜିଓଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି। ଉତ୍ତର ଆଫ୍ରିକା ଏବଂ ପଶ୍ଚିମ ଏସିଆର…