Latest Odisha News

BREAKING NEWS

Yearly Archives

2021

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ଧର୍ମଶାଳା ଯାଜପୁର ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର l ଆସୁ ଯେତେ ଭିଡ ମୋଡ ଜୀବନ ଚଲା ପଥେ…

ପ୍ରକାଶ ପାଇଲା +୨ ରେଜଲ୍ଟ : ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬%

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ତେବେ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତବର୍ଷ ବିଜ୍ଞାନରେ ମୋଟ ୮୯…

ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ

ରାୟଗଡା : ଜାତୀୟ ମାନବାଧୀକାର କମିଶନରେ ପହଞ୍ଚିଲା ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ ଘଟଣା । ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହୋଇଛି ମାମଲା । ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧୀକାର କମିଶନରେ ରୁଜୁ କରିଛନ୍ତି ମାମଲା । ଘଟଣାରେ…

ଆରବିଆଇର ନୂଆ ନିୟମ, ଏଣିକି ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟଭୁକ୍ତ ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ ବା ନାଚ୍ ସପ୍ତାହର ସବୁଦିନ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ…

ଡେଙ୍ଗୁ ମୁକାବିଲା ପାଇଁ ବିଏମସି ଆରମ୍ଭ କଲା ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ କାୟା ମେଲାଇ ଚାଲିଛି ଡେଙ୍ଗୁ । ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆରମ୍ଭ ହେଲା ଅଭିଯାନ । ସମସ୍ତ ୬୭ଟି ୱାର୍ଡରେ ସଫେଇ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ସବୁ ଓ୍ବାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଅଧିକାରୀଙ୍କୁ…

ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ଭୁବନେଶ୍ବରରେ ଦିଆଯାଇଛି ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା । ଏହା ଭିତରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇଛନ୍ତି । ସେହିପରି…

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି…

କଳାହାଣ୍ଡିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ…

ଆସିଲା ଅଗଷ୍ଟ ଗାଇଡଲାଇନ୍, ରାଜ୍ୟରେ ଖୋଲିବ ସିନେମା ହଲ୍‌ ଓ ମଲ୍‌

ଭୁବନେଶ୍ବର : ଆସିଲା ଅଗଷ୍ଟ ମାସର କରୋନା ଗାଇଡଲାଇନ୍ । ସ୍ବତନ୍ତ୍ର ରିଲିଫ୍ କମଶନର ପ୍ରଦୀପ ଜେନା କୋଭିଡ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଏବେ ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ । ଏହାସହ…

ରାଜନୀତିରୁ ବିଦାୟ ନେଲେ ସାଂସଦ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ବାବୁଲ ସୁପ୍ରିଓ। ସେ ଶନିବାର ଫେସବୁକ ପୋଷ୍ଟ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି…