Latest Odisha News

BREAKING NEWS

Yearly Archives

2021

ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି। ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ…

ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର କାର୍ଯ୍ୟ

ପୁରୀ : ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓ ବି ସି ସିକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଅନୁସାରେ କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃ ସ୍ଥାପନ କରାଯିବ । ପ୍ରଥମେ ଲଙ୍ଗୁଳି ମଠ, ବଡ ଛତା ମଠ ଓ ଛାଉଣୀ ମଠକୁ…

ଏହି ୧୦ଟି ରାଜ୍ୟରେ ବଢୁଛି ସଂକ୍ରମଣ; ସତର୍କ ରହିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: କୋଭିଡ ମାମଲାରେ ଦଶଟି ରାଜ୍ୟରେ ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ସରକାର ଆଜି କଡା ଚେତାବନୀ ଦେଇଛନ୍ତି। ଆବଶ୍ୟକ ସତକର୍ତା ଅବଲମ୍ବନ କରିବା ସହିତ କଡା ପଦକ୍ଷେପ ଉପରେ ଧ୍ୟାନ ଦେବାକୁ ଆଜି ରାଜ୍ୟମାନଙ୍କୁ ମଧ୍ୟ କୁହାଯାଇଛି। ୬୦ରୁ ଅଧିକ ଏବଂ ୪୫ରୁ ୬୦ ବୟସ ବର୍ଗରେ ଟିକାକରଣକୁ…

ଏକତାଙ୍କ ମୁଭିରେ କାର୍ତ୍ତିକ୍‌ଙ୍କ ରାଜ୍‌

ମୁମ୍ବାଇ: ଏକତା କପୁରଙ୍କ ଆଗାମୀ ଫିଲ୍ମ ଫ୍ରେଡିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ କାର୍ତ୍ତିକ୍‌ ଆର୍ଯ୍ୟନ। କାର୍ତ୍ତିକ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଏକତା କପୁର ଏବଂ ଜୟ ଶେୱାକ୍ରମଣିଙ୍କ ଦ୍ୱାରା ନିର୍ମିତ ଏହି ରୋମାଣ୍ଟିକ ଥ୍ରୀଲର ମୁଭିର ନିର୍ଦ୍ଦେଶନା ଦେବେ…

[ଭିଡିଓ] ବୃନ୍ଦାଙ୍କ ଜୀବନ ପଥରେ କଣ୍ଟା ସାଜିଛି ଅଜଣା ରୋଗ

ମାଲକାନଗିରି: ଦିନକୁ ଦିନ ଉନ୍ନତି କରୁଛି ଚିକିତ୍ସା ବିଜ୍ଞାନ । ହେଲେ ଏବେ ବି ବୃନ୍ଦାଙ୍କ ରୋଗର ରହସ୍ୟକୁ ଭେଦ କରାଯାଇପାରିନି । ଦୀର୍ଘ ୧୦ ବର୍ଷ ଧରି ଶେଯରେ ପଡି ଛଟପଟ ହେଉଛନ୍ତି ମେଧାବୀ ଛାତ୍ରୀ ବୃନ୍ଦା କବାସି । ଚାଲିଛି ଚିକିତ୍ସା ହେଲେ ଏବେ ବି ରୋଗକୁ ଚିହ୍ନଟ କରିବା କାହା ପକ୍ଷରେ…

ଅନ୍‌ଲକ୍‌ ଓଡ଼ିଶା; ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ; ଖୋଲିବ ସଫିଙ୍ଗ୍‌ ମଲ୍‌

ଭୁବନେଶ୍ୱର: ଅଗଷ୍ଟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ପୂର୍ବରୁ ଲାଗୁ ହୋଇଥିବା କଟକଣା ଶେଷ ହେଉଥିବା ବେଳେ ଆଜି ନୂଆ ନିର୍ଦ୍ଦେଶାବଳୀ ଲାଗୁ ହୋଇଛି। କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଶନିବାର ଦିନ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ଅଗଷ୍ଟ…

ଗେହେନାଙ୍କୁ ୧୫ ଲକ୍ଷ ଲାଞ୍ଚ ମାଗିଥିଲେ ମୁମ୍ବାଇ ପୋଲିସ!

ମୁମ୍ବାଇ: ଚଳିତ ବର୍ଷ ପ୍ରାରମ୍ଭରେ ପର୍ଣ୍ଣ ରକେଟ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗେହାନା ବଶିଷ୍ଟ ଦାବି କରିଛନ୍ତି ଯେ ତାଙ୍କୁ ଗିରଫ କରିବାକୁ ଆସିଥିବା ମୁମ୍ବାଇ ପୋଲିସର ଟିମ୍ ତାଙ୍କୁ ଗିରଫଦାରୀରୁ ବଞ୍ଚିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି କରିଛି। ଫେବୃଆରୀ ୨୦୨୧ ରେ…

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି…

ଘର ଭିତରୁ ଲୁଟପାଟ , ଟଙ୍କା ସହ ସୁନା ଗହଣା ଚୋରି

ରାୟଗଡା: ସହରରେ ବଡଧରଣର ଚୋରି  ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ…

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ। ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ…