Latest Odisha News

BREAKING NEWS

Yearly Archives

2021

ଟିସୁ କଲ୍‌‌ଚର କଦଳୀ ଚାଷ-୨

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ । ତେଣୁ ଚାଷୀମାନେ ସେମାନଙ୍କ ପୁରୁଣା ପଦ୍ଧତିକୁ ଆପଣେଇ ଚାଷ କରନ୍ତି । କିନ୍ତୁ ଏବର ସମୟ ଆସିଛି…

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା

ପୁରୀ: ପୁରୀ ବେଳାଭୂମିରେ ହେବନାହିଁ ବିଚ୍ ସ୍ୟାକ୍ସ ଯୋଜନା ବା ମଦ କୁଡ଼ିଆ ଯୋଜନା । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର…

ଶେଷ ମୂହର୍ତରେ ରିଙ୍ଗ ଡ୍ରେସ ବଦଳାଇବା ନେଇ ପ୍ରଶ୍ନ ଉଠାଇଲେ ମେରୀ କମ୍‌

ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତର ସୁପର ମମ ମେରୀ କମ୍ ଫ୍ଲାଏୱେଟ କାଟଗୋରିରେ ପଦକ ହାସଲରୁ ବଂଚିତ ହୋଇଛନ୍ତି । ତେବେ ଏହି ଫାଇଟରେ ରେଫରୀଙ୍କ ନିଷ୍ପତି ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ବି ମୁଁ ହାରିଥିବା କଥା ଚିନ୍ତା କରିପାରୁ ନାହିଁ । ରିଙ୍ଗରେ ମୁଁ ବିଜୟ ନେଇ ଦୃଢ଼…

ବିଦ୍ୟୁତ ଆଘାତରେ ୬ ଦାଦନଙ୍କର ମୃତ୍ୟୁ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଲାଙ୍କାଭାନିଦିବାରେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୬ ଜଣ ଦାଦନଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ୬ ଜଣ ରାୟଗଡ଼ା ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି । ଶୁକ୍ରବାର ସକାଳୁ ଚିଙ୍ଗୁଡ଼ି ବନ୍ଧରେ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ରାଜ୍ୟରେ ୬୩ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି । ଏହାଦ୍ୱାରା ରାଜ୍ୟର ୬୩ହଜାର…

ମଙ୍ଗୁଳୁର ଶଗଡ଼

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ବୁଲକ୍ କାର୍ଟ .. ଏହାର ମାନେ କଣ ବାବା ? ପ୍ରଥମ ଶ୍ରେଣୀରେ ପଢୁଥିବା ମୋ ଝିଅ ମୋତେ ପଚାରିଲା ଏ ପ୍ରଶ୍ନ । ତା ବହିରେ ଯେଉଁ ଚିତ୍ରଟି ଥିଲା, ସେଥିରୁ ସେ କିଛି ବୁଝିପାରୁନଥିଲା । କାରଣ ସେ ତ କେବେ ଶଗଡ଼ ଦେଖିନି । ତା ଛଡ଼ା ଏବେ ଆମ…

ଦୀପିକାଙ୍କ ଅଭିଯାନ ଶେଷ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ହାତଛଡା ହୋଇଛି । ଦକ୍ଷିଣ କୋରିଆର ଏନ ସେନ ୦-୬ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି । ଟପ ସିଡ ଏନସେନ ମ୍ୟାଚରେ ଦୀପିକାଙ୍କୁ ପ୍ରତ୍ୟାବର୍ତନ କରିବାରେ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।…

ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ସୋରଡ଼ା(ଗଞ୍ଜାମ): ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାହୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବିଧାୟକ ପରୀକ୍ଷା ଦେଉଛନ୍ତି । ତିନି ତିନି ଥର ସୋରଡ଼ା ଆସନରୁ ବିଧାୟକ ହୋଇଛନ୍ତି…

ମହିଳା ହକି: ଆୟର୍ଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଲା ଭାରତ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଆଜି ଚମତ୍କାର ପ୍ରଦର୍ଶନ କରି ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଛି । ଭାରତ ତାର ପରବର୍ତୀ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ରାନୀ ରାମପଲ ନେତୃତ୍ୱାଧୀନ ଭାରତୀୟ ଦଳ…