Latest Odisha News

BREAKING NEWS

Yearly Archives

2021

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ ସେଥିରୁ ୯୫ ପ୍ରତିଶତ ନିଜ ରୋଗକୁ ନେଇ ଅଜ୍ଞ । ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧…

ହିରାନୀଙ୍କ ଫିଲ୍ମରେ ଶାହାରୁଖ-କାଜୋଲ ଯୋଡି !

ମୁମ୍ବାଇ: ବଲିଉଡର ସଫଳ ଯୋଡି ଭାବେ ବିବେଚିତ ଶାହାରୁଖ ଖାଁ ଓ କାଜୋଲ ପୁନର୍ବାର ଏକତ୍ର ଆସିବେ । ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଏହି ଯୋଡି ପୁନର୍ବାର କମାଲ ଦେଖାଇବେ । ଇମିଗ୍ରେସନ ଉପରେ ଆଧାରିତ ଏହି ଫିଲ୍ମରେ ତାପସୀ ପନ୍ନୁ ଓ ବିଦ୍ୟା ବାଲାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ…

ମେରୀ କମଙ୍କ ପଦକ ଆଶା ଧୂଳିସାତ

ଟୋକିଓ: ଭାରତର ଷ୍ଟାର ଓ ଅଭିଜ୍ଞ ମହିଳା ବକ୍ସର ମେରୀ କମଙ୍କ ପଦକ ଆଶା ଧୂଳିସାତ ହୋଇଛି । କଲମ୍ବିଆର ଲୋରେନା ଭାଲେନ୍ସିଆଙ୍କ ନିକଟରୁ ସେ ଫ୍ଲାଏୱେଟ ବିଭାଗରେ ୨-୩ରେ ହାରି ଯାଇଥିଲେ । ପ୍ରଥମ ରାଉଣ୍ଡରେ ହାରିବା ପରେ ଦ୍ୱିତୀୟ ରାଉଣ୍ଡରେ ସେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ । ନିର୍ଣ୍ଣାୟକ…

ଅନୁରାଗ କଶ୍ୟପଙ୍କ ‘ଘୋଷ୍ଟ ଷ୍ଟୋରିଜ୍‌’କୁ ନେଇ ବଢୁଛି ବିବାଦ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଘୋଷ୍ଟ ଷ୍ଟୋରିଜ୍‌ରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ବିରୋଧରେ ନେଟଫ୍ଲିକ୍ସ ଇଣ୍ଡିଆ ଅଭିଯୋଗ ଗ୍ରହଣ ଆଣିଛି। ଏହି ଚଳଚ୍ଚିତ୍ରରେ ଏକ ଆପତ୍ତିଜନକ ଦୃଶ୍ୟ ଥିବାରୁ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରାଯାଇଛି। …

ଠକେଇର ଶିକାର ହେଲେ ଶିଳ୍ପାଙ୍କ ମା

ମୁମ୍ବାଇ: ଶିଳ୍ପା ଶେଟ୍ଟୀଙ୍କ ମା ସୁନନ୍ଦା ଶେଟ୍ଟୀ ମୁମ୍ବାଇ ପୋଲିସ ନିକଟରେ ଏକ ଠକେଇ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗରେ ସୁନନ୍ଦା କହିଛନ୍ତି ଯେ ଜମି କାରବାର ମାମଲାରେ ତାଙ୍କୁ ୧.୬ କୋଟି ଟଙ୍କା ଠକେଇ କରାଯାଇଛି। ସେ ଏହି ମାମଲାରେ ସୁଧାକର ଘରେ ନାମକ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ…

ଏକବିଂଶ ଶତାବ୍ଦୀରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ପାଡିକଲ

ନୂଆଦିଲ୍ଲୀ:ଏକବିଂଶ ଶତାବ୍ଦୀର ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ଦେବୀଦତ ପାଡିକଲ । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସଥିବା ୬ଜଣ ଖେଳାଳି ବାଦ୍ ପଡିବା…

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ହାତବୁଣା ଟସର ବସ୍ତ୍ର ଗୋପାଳପୁରକୁ ଦେଇଛି ସ୍ୱତନ୍ତ୍ର ପରିଚୟ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପାଟ ସୂତାରେ ଯାଜପୁର ଜିଲ୍ଲା ଗୋପାଳପୁରର ବୁଣାକାର ବାନ୍ଧି ରଖିଛନ୍ତି, ରାଜ୍ୟର ସମୃଦ୍ଧ ବୟନା କଳାର ପରମ୍ପରାକୁ । ବର୍ଷ ପରେ ବର୍ଷ ବୁଣି ଚାଲିଛନ୍ତି, ଏକକୁ ଆରେକ ଆଖି ଝଲସା ପାଟ ବସ୍ତ୍ର ସବୁ । ସେମାନଙ୍କ ହାତ…