Latest Odisha News

BREAKING NEWS

Yearly Archives

2021

ବାହୁଡା ଯାତ୍ରା ପାଇଁ ଜାରି ହେଲା ଏସଓପି

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ପୁରୀ ବାହୁଡା ଯାତ୍ରାରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତା ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଜାରି ହେବ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏସଓପି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବାହୁଡା ଯାତ୍ରାରେ ଏହାକୁ ଏଡାଇବା ପାଇଁ ଜୋରଦାର…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ବର : କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ସର୍ଭେଲାନ୍ସ ଟିମ । ଟେଷ୍ଟିଂ ବଢ଼ାଯିବା ସହିତ ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ଭ୍ୟାକ୍ସିନ ନେଇଥିଲେ ମଧ୍ୟ କୋଭିଡ କଟକଣା ମାନିବାକୁ ପଡ଼ିବ । କାରଣ କରୋନା ଏବେ ବି…

IT ଭିତ୍ତିଭୂମି ବଢାଇବ OSWAN: ରାଜ୍ୟ କ୍ୟାବିନେଟରେ ୩୩୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରିବ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ଓଡ଼ିଶା ଷ୍ଟେଟ ଏରିଆ ନେଟୱର୍କ-OSWAN ପ୍ରକଳ୍ପକୁ ଅପଗ୍ରେଡ କରାଯିବ। ରାଜ୍ୟ ହେଡକ୍ୱାଟର୍ସ ସହ ସବୁ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ଟି ବ୍ଲକ ମୁଖ୍ୟାଳୟରେ ବ୍ୟାଣ୍ଡୱିଥ୍ ଯୋଗାଇବାର ଯୋଜନା…

ସୁନ୍ଦରଗଡ଼ରେ ଆଦିବାସୀ ମହିଳାଙ୍କୁ ରୋଜଗାର ଦେବା ପାଇଁ ଛେଳି ପାଳନକୁ ପ୍ରୋତ୍ସାହନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଛେଳି ପାଳନ ପାଇଁ ଦିଆଯାଉଛି ପ୍ରୋତ୍ସାହନ । ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ତରଫରୁ ଓଡ଼ିଶା ଜୀବିକା ମିଶନ ସହଯୋଗରେ ହିତାଧିକାରୀ ଚିହ୍ନଟ କରାଯାଇ ଛେଳି ପ୍ରଦାନ…

ରାଜ୍ୟ କ୍ୟାବିନେଟରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ସେଥି ମଧ୍ୟରେ…

ଡେଲ୍ଟାକୁ ରୋକିବ ଡବଲ ଡୋଜ୍

ନୂଆଦିଲ୍ଲୀ : ଡେଲ୍ଟାକୁ ରୋକିବ ଡବଲ ଡୋଜ୍ । ଟିକା ନେଇଥିଲେ କ୍ଷତି କରିପାରିବନି ଡେଲଟା ଭ୍ୟାରିଆଣ୍ଟ । ଆଇସିଏମଆର ଦ୍ବାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଆଶ୍ବସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍…

ମେକ ଅପ ଆର୍ଟିଷ୍ଟଙ୍କ କମାଲ, ଭ୍ରମ ସୃଷ୍ଟି କରି ଚକିତ କରୁଛନ୍ତି

ନୂଆଦିଲ୍ଲୀ: କଳାକାରଙ୍କ କୃତୀ ସବୁବେଳେ ପସନ୍ଦ ଆସିଥାଏ । ତେବେ ଭ୍ୟାଙ୍କଭୋରର ଏପରି ଏକ ମେକଅପ ଆର୍ଟିଷ୍ଟ ଅଛନ୍ତି ଯିଏ କି ଲୋକଙ୍କୁ ଭ୍ରମିତ କରି ମଜା ଉଠାଇଥାନ୍ତି । ସେ ଏପରି ଭାବେ ନିଜକୁ ଚିତ୍ରିତ କରିଥାନ୍ତି ଯେ, ପ୍ରକୃତରେ ନାକ, କାନ ଓ ପାଟ ଖୋଜିବା କଷ୍ଟକର ହୋଇପଡେ । ଏହା କଳାକାରଙ୍କ…

ଆଇଓସି ନିୟମ ଯୋଗୁ ଅଲିମ୍ପିକ୍ସ ଭିଲେଜରୁ ବ୍ୟାନର ହଟାଇଲା ଦକ୍ଷିଣ କୋରିଆ

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର କଡା ନିୟମ ଯୋଗୁ ଆଜି ଦକ୍ଷିଣ କୋରିଆ ଅଲିମ୍ପିକ୍ସ ଭିଲେଜରେ ଲଗାଇଥିବା ଏକ ବ୍ୟାନର ହଟାଇବାକୁ ବାଧ୍ୟ ହୋଇଛି । ଏହି ବ୍ୟାନରରେ ୧୬ଶ ଶତାବ୍ଦୀରେ କୋରିଆ ଓ ଜାପାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ ରହିଥିଲା । ଏହା ଏକ ଉତେଜନାପୂର୍ଣ୍ଣ…

ଭାରତ-ଶ୍ରୀଲଙ୍କା ଦିନିକିଆ କ୍ରିକେଟ ସିରିଜ: ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବ ଧାୱନ ନେତୃତ୍ୱାଧୀନ ଟିମ୍‌

କଲମ୍ବୋ: ରବିବାରଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଅଧିନାୟକ ଶିଖର ଧାୱନ ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବେ । ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଯଦି ଏହା ହୁଏ ତାହାହେଲେ ୨୫…

କରୋନା କାଳରେ ବ୍ୟବସାୟ ମାନ୍ଦା

ରାୟଗଡା:  କରୋନା କାଳରେ ବ୍ୟବସାୟ ମାନ୍ଦା,ଉତ୍ପାଦନ ତୁଳନାରେ ବିକ୍ରି କମ୍ ହାତରେ ମୁଣ୍ଡ ଦେଇବସିଛନ୍ତି ବ୍ୟବସାୟୀ । ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଲା । ଜିଲ୍ଲାରେ ଉତ୍କଳ ଆଲୁମିନା କାରଖାନା,ଜେକେ କାଗଜ କଳ ଓ ଇମ୍ଫା ପରି ଅନେକ ବୃହତ ଶିଳ୍ପ…