Latest Odisha News

BREAKING NEWS

Yearly Archives

2021

କଟକ ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଆଜି ଭୋରରୁ କଟକରେ ପହଞ୍ଚି ଯାଇଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ବି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍ ଟି ସଚିବ ପ୍ରକଳ୍ପ…

ଆଜି ଓଡ଼ିଶାରୁ ୨୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୮୫%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୁଇ ହଜାରରୁ ଅଢ଼େଇ ହଜାର ଭିତରେ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ହଜାର ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୭୨ ଓ…

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ ।…

ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ, ୧୦ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ମୁମ୍ବାଇକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ପରେ ଭୂସ୍ଖଳନ । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୦ ଜଣଙ୍କର ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଖବର ବି ଆସୁଛି । ୫-୬ଟି…

ଭୁବନେଶ୍ୱର CETକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି-CET କଲେଜ ହେବ ଏକକ ବିଶ୍ୱବିଦ୍ୟାଳୟ । ଏହାର ନାଁ ରହିବ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । CET କଲେଜ ଏକକ ବିଶ୍ୱବିଦ୍ୟାଳୟ ହେବା ପରେ ଛାତ୍ରଛାତ୍ରୀ…

ଅନୁବାଦ କବିତା : ଉଲଗ୍ନ ରାଜା

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଅନୁବାଦ : ସରଳ କୁମାର ଦାସ  ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି ସମସ୍ତେ ହାତତାଳି ମାରୁଛନ୍ତି । ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ ! କାହାରି ମନରେ ସଂସ୍କାର, କାହାରି ଭୟ; କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୮-୭-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୮ ରିଖ ରବିବାର କର୍କଟ ୩ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମେଷ ରାଶିର ଆଜିର ନିଷେଧ ଖାଦ୍ୟ-: ଲାଉ ମେଷ: ଆଜିର ଦିନ ଶୁଭଫଳ ପ୍ରଦାନ…

ଅନୁଭୂତିରେ ରଥଯାତ୍ରା : ବଳରାମ ପୂଜାରୀ 

ଦିବ୍ୟ ଅନୁଭୂତି  ପରମବ୍ରହ୍ମଙ୍କ ଅପାର ଲୀଳା ।ଅଲୌକିକ,ଅବର୍ଣ୍ଣନୀୟ ତାଙ୍କ ଭିଆଣ । କାହାକୁ ଓଦା ସରସର ପ୍ରଶାନ୍ତିରେ ଭିଜେଇ ଦିଅନ୍ତି ତ କାହାକୁ ପରୀକ୍ଷା କରାଇ କରାଇ ହାଲିଆ କରିଦିଅନ୍ତି । ମୋର ଠିକ୍ ମନେ ଅଛି , ଶ୍ରୀ କ୍ଷେତ୍ର ଆସିବାର ସୁଯୋଗ ଟିଏ ସୃଷ୍ଟି ହୋଇଥିଲା ୨୦୦୮ମସିହାରେ ।…

ଜୁଲାଇ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ବର : ଚଳିତ ମାସରେ ଖୋଲିବ ସ୍କୁଲ । କୋଭିଡର ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ରା୍ୟ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୬ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି…

ସୋମବାରରୁ ସ୍ବାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ବର : ଆସନ୍ତା ସୋମବାରରୁ ରାଜ୍ୟରେ ସ୍ବାଭାବିକ ହେବ ବସ ଚଳାଚଳ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି । ସଂଘର ଦାବି ଉପରେ ସରକାର ଶୀଘ୍ର…