ଡେଲ୍ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’
ନୂଆଦିଲ୍ଲୀ: କରୋନା ଡେଲ୍ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।' ହୁ' କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା…