Latest Odisha News

BREAKING NEWS

Yearly Archives

2021

ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତଙ୍କ ପରଲୋକ

ରାଜକନିକା: ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ ।…

ଉତ୍କଳମଣି ଗୋପବନ୍ଧୁ ଦାସ ୧୮୯୮-୯୯ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ  ବେଳେବେଳେ ଗୋପ ନିଜକୁ ପ୍ରଶ୍ନ କରେ । ଉଲ୍ଲସିତ , ବିସ୍ମିତ କରି ଦେଉଥିବା ସୁଖ ପୁଣି ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଉଥିବା ଆଘାତ କଣ ଏକ ସଙ୍ଗରେ ଆସନ୍ତି ? ୧୮୯୮ ଅନ୍ୟସବୁ ବର୍ଷ ପରି ବର୍ଷଟିଏ ମାତ୍ର , ହେଲେ ଗୋପ ଲାଗି ତିନିଶହ ପଞ୍ଚଷଠୀ ଦିନ କେତେ ନାଇଁ କେତେ ହରଷ…

କୋଭାକ୍ସିନକୁ ମିଳିବ ‘ହୁ’ ର ଅନୁମତି!

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିପାରେ ହୁର ଅନୁମତି। କୋଭାକ୍ସିନର ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନକୁ ଅପେକ୍ଷା କରିଥିବାବେଳେ WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ୍‌ କହିଛନ୍ତି ଯେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ତଥ୍ୟ…

ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ ଟିକାକରଣ

ଭୁବନେଶ୍ୱର: ଜୁଲାଇ ୧୫ ପରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୫ ପରେ ଓଡିଶାରେ ଗର୍ଭବତୀ ମହିଳାଙ୍କ ଟିକାକରଣ ଆରମ୍ଭ ହେବ। ସେ ଆହୁରି ମଧ୍ୟ…

ୱିମ୍ବେଲଡନ ଟେନିସ: କାରୋଲିନା-ଏଶେଲ ମଧ୍ୟରେ ହେବ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲା କାରୋଲିନା ପ୍ଲେସକୋଭା ଓ ଏଶେଲ ବାର୍ଟି ମଧ୍ୟରେ ହେବ । ଅନ୍ୟ ଅର୍ଥରେ ୱିମ୍ବେଲଡନରେ ଏଥର ନୂତନ ମହିଳା ଚାମ୍ପିୟନ ଦେଖିବାକୁ ମିଳିବ ।ଚେକ ରିପବ୍ଲିକର ୧୩ ନମ୍ବର ଖେଳାଳି କାରୋଲିନା ସେମିଫାଇନାଲରେ ବେଲାରୁଷର…

ଭାରତୀୟ ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇଲା ଏହି ଦେଶ

ନୂଆଦିଲ୍ଲୀ: ଭାରତ ଉପରୁ ବିମାନ ଚଳାଚଳ ଉପରେ କଟକଣା ହଟାଇଲା ଲେବାନନ। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏହି ଦେଶ। ଜୁଲାଇ ୧୨ ରୁ ଭାରତ ସମେତ ଆହୁରି ଅନେକ ଦେଶ ଉପରେ କରୋନା ଯୋଗୁ ଲାଗିଥିବା କଟକଣାକୁ କୋହଳ…

ଏଥର ଆକାଶରେ ଫାଇଟ କରିବେ ହ୍ରିତିକ

ମୁମ୍ବାଇ: ବ୍ୟାଙ୍ଗବ୍ୟାଙ୍ଗ ଓ ୱାର ପରେ ହ୍ରିତିକ ରୋଶନ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫାଇଟର ଫିଲ୍ମରେ ଦର୍ଶକଙ୍କୁ ଆଚମ୍ବିତ କରିଦେବା ଭଳି ଆକ୍ସନ ସିନ୍ ରହିଛି । ହ୍ରିତିକ ଓ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ…

ଆସନ୍ତା ୧୧ରେ ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ

ସମ୍ବଲପୁର: ଆସନ୍ତା ୧୧ରେ ବର୍ଷର ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ ଡ୍ୟାମ୍‌। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଜୁଲାଇ ୧୧ରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏକ ବିଜ୍ଞପ୍ତିରେ ଅତିରିକ୍ତ ମୁଖ୍ୟ…

ଜର୍ମାନୀରେ ମିଳିଲା ସର୍ବ ପୁରାତନ ଆଭୂଷଣ, ହରିଣ ଖୁରାରେ ନିର୍ମିତ

ନୂଆଦିଲ୍ଲୀ: ଜର୍ମାନୀରେ ଆଜି ବିଶ୍ୱର ସର୍ବ ପୁରାତନ ଆଭୂଷଣ ମିଳିଛି । ହରିଣ ଖୁରାରେ ନିର୍ମିତ ଏହି ଅଳଙ୍କାର ୫୧ ହଜାର ବର୍ଷ ତଳର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଜର୍ମାନୀର ଷ୍ଟେଟ ସର୍ଭିସ ଫର କଲଚରାଲ ହେରିଟେଜ ଟିମଙ୍କ ରିପୋର୍ଟ ଅନୁସାରେ ନିଣ୍ଡରଥାଲ ପ୍ରଜାତିର ଲୋକେ ନିଜକୁ ସଜେଇବା…

ତାରାଚାନ୍ଦ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ପୁଅ ବେଦି ଉପରେ ବସିଛି । ହାତଗଣ୍ଠି ପଡ଼ିସାରିଲାଣି । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଚାଲିଛି । ଏବେ ବେଦି ଉପରେ ବନ୍ଦାଣ ପଡ଼ିବ । ପରିବାରର ବରିଷ୍ଠ ମହିଳାମାନେ ହୁଳହୁଳି ପକାଇ ପୁଅ ବୋହୂକୁ ବନ୍ଦାପନା କରୁଛନ୍ତି । ମହୁରିଆ ମହୁରୀ…