Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରୁ ଆଜି ଚିହ୍ନଟ ହେଲେ ୨୬୦୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ଶହ ୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪ଶହ ୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ଶହ ୭ । ଖୋର୍ଦ୍ଧା ଜିଲ୍ଲାରେ…

ପରଲୋକରେ ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡରେ ଗୋଟିଏ ଯୁଗର ଅବସାନ ହୋଇଛି । ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୩୦ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ…

ଆଜି ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, ଏହି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆଜି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୦ ନୂଆ ଚେହେରାଙ୍କୁ ନିଜ ଟିମରେ ସାମିଲ କରି ପାରନ୍ତି…

ବ୍ୟଙ୍ଗ : କରୋନା ପଜିଟିଭ

ଆଜି ବୀରବର ବାବୁଙ୍କ ମନ ଭାରି ଦୁଃଖ । ନିର୍ବାଚନ ହାରିଯିବା ପରଠୁ ମନକୁ ଯେନ ତେନ ପ୍ରକାରଣ ବୁଝେଇ ଚୁପ ଚାପ ଘରେ ରହିଥିଲେ । ଦିନେ ତାଙ୍କ ଆଖ ପାଖରେ ଭଣୁଆ ମାଛି ଭଳି ଘେରି ରହୁଥିବା ଚାଟୁକାରମାନଙ୍କ ଆଉ ଦେଖା ନାହିଁ । କାଁ ଭାଁ କିଏ କେମିତି କାମ ପଡିଲେ ଆସି ତାଙ୍କୁ ମୁଣ୍ଡିଆଟିଏ…

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ରଚିତ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା, ନବୀନ ନିବାସ ଠାରେ ଉନ୍ମୋଚିତ ହୋଇଯାଇଛି ।…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବକବି ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ…

କବିତା : କରୋନା-କାରୁଣ୍ୟ ପ୍ରତ୍ୟୁତ୍ତର

ସତ୍ୟନାରାୟଣ ଆଚାର୍ଯ୍ୟ  ମହାମନ୍ୟା ବିଶ୍ୱବନ୍ଦ୍ୟା ଉଗ୍ରତାରା କଲ୍ୟାଣମୟୀ-ଜଗଦ୍ଧାତ୍ରୀ-ଜଗଦମ୍ବିକେ ସୂକ୍ଷ୍ମାତି ସୂକ୍ଷ୍ମ ରୂପିଣୀ ମୃତ୍ୟୁଭେଦ ସଂଚାରିଣୀ ଶବ ଶିବାରାଧ୍ୟା ଆରୁଡ଼ା ମହାତାଣ୍ଡବ ତଟିନୀ ଜନମୁଖେ -ଆର୍ତ୍ତ ଚିତ୍କାର-ଜନପଦେ, ଶ୍ମଶାନେ , ବିଶ୍ୱ କ୍ରୀଡ଼ାଙ୍ଗନ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୭-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୭ ରିଖ ବୁଧବାର ମିଥୁନ ୨୩ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର- କର୍କଟ ରାଶିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର ନିଷେଧ ଖାଦ୍ୟ- ବାଇଗଣ…

୧୦ଟି କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ କିଣିବ ବାୟୁସେନା

ନୂଆଦିଲ୍ଲୀ : ଜାମ୍ମୁ ଏୟାରବେସ ହମଲା ପରେ ଆକ୍ସନ ମୋଡରେ ଭାରତୀୟ ବାୟୁସେନା । ୧୦ଟି କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ବା ସିୟୁଏଏସ କିଣିବାକୁ ଯୋଜନା କରୁଛି ଭାରତୀୟ ବାୟୁସେନା । ଏୟାର ବେସ୍ ଉପରେ ପ୍ରଥମ ଥର ଲାଗି ଏହି ଧରଣର ଆକ୍ରମଣ ଯୋଗୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ…

ଜୁଲାଇ ୨୦ରୁ ଆରମ୍ଭ ଜେଇଇ ମେନ୍

ନୂଆଦିଲ୍ଲୀ : ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର କରାଯିବ ପରୀକ୍ଷା । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ସେସନ ୩ ପାଇଁ…