୨୮ ଜଣଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବିମାନ ନିଖୋଜ
ନୂଆଦିଲ୍ଲୀ: ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ରାସ୍ତାରେ ନିଖୋଜ ହୋଇଯାଇଛି। ଏହାପରେ ପୁଣି ଏକ ବିମାନ ଦୁର୍ଘଟଣା ନେଇ ଆଶଙ୍କା କରାଯାଉଛି। ମଙ୍ଗଳବାର ରୁଷରେ ଏହି ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।
ରୁଷର…