Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ୪-୫ ମାସ ଭିତରେ ଶେଷ ହେବ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣୀ । ଆଗାମୀ ୪ ରୁ ୫…

କାମ ନ ମିଳିବାରୁ ଗହଣା ବିକି ଚଳୁଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଭେଟେରାନ ଅଭିନେତ୍ରୀ ଶଗୁପ୍ତା ଅଲ୍ଲୀ। ତାଙ୍କ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ସର୍ବସମ୍ମୁଖରେ ମୁହଁ ଖୋଲିଛନ୍ତି। ବିଗତ ୩୬ ବର୍ଷ ଧରି ଏହି ଇଣ୍ଡଷ୍ଟ୍ରି ସହ କାମ କରୁଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ ଗତ ୪ ବର୍ଷ ତାଙ୍କ…

ଭାରତୀୟ ଯାତ୍ରୀଙ୍କ ଉପରୁ ପ୍ରବେଶ ନିଷେଧ ହଟାଇଲା ଜର୍ମାନୀ

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟ ଚାରିଟି ଦେଶ ଉପରୁ ବ୍ୟାନ୍‌ ହଟାଇଲା ଜର୍ମାନୀ। ଏଣିକି ଏହି ଚାରିଟି ଦେଶରରୁ ଯାତ୍ରୀଙ୍କ କଟକଣା କୋହଳ କଲା ଜର୍ମାନୀ। ଏହି ଦେଶଗୁଡ଼ିକରେ ଡେଲ୍‌ଟା ଭାରିଆଣ୍ଟର ଦ୍ରୁତ ପ୍ରଭାବକୁ ନେଇ ଯାତ୍ରୀଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଥିଲା ଜର୍ମାନୀ। ତେବେ…

ଗଛରେ ପିଟିହେଲା ବାଇକ୍, ୩ ଜଣଙ୍କର ମୃତ୍ୟୁ

ଭବାନୀପାଟଣା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ବାଇକ୍ ପିଟିହେଲା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ଅଛନ୍ତି ମରିଆବନ୍ଧଲି ଗାଁର ଦୁଇ ଭାଇ…

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା । ସେ…

ବ୍ରିଟେନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବନି !

ଲଣ୍ଡନ: କରୋନା ଆତଙ୍କ ଏବେ ବି ଥମିନି । କିନ୍ତୁ ପ୍ରକୋପ କମିଛି । ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଖୁବଶୀଘ୍ର ବ୍ରିଟେନରେ ଲୋକଙ୍କୁ ଆଇନ ଅନୁସାରେ ଘରେ କିମ୍ୱା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାରୁ ମିଳିବ ମୁକ୍ତି । ଗୋଟିଏ ମିଟର…

ରାଜ୍ୟରେ କମୁଛି କରୋନା କାୟା: ଆଜି ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪ଶହ ୮୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୪ଶହ ୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୫୯ । ୨୨ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ…

ରାଜ୍ୟରୁ କରୋନାରେ ଆଉ ୫୧ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର କରୋନା ମୃତ୍ୟସଂଖ୍ୟା ୫୦ରୁ ଅଧିକ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଉ ୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୭ ଜିଲ୍ଲାରୁ ମୃତକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଶ୍ରୀନଅର ବିଜେ: ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବେ ସେବାୟତ

ପୁରୀ: ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ଏହି ଖବର ନେଇ ଶ୍ରୀନଅର ଯିବେ ସେବାୟତ । ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ…

CBSEର ସ୍ପେଶାଲ୍ ସ୍କିମ୍: ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରଭାବିତ ହେଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଡ଼ ଧରଣର ପରିବର୍ତ୍ତନ କରିଛି ସିବିଏସଇ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନୂଆ ସ୍କିମ୍ ଘୋଷଣା କରିଛି । ଏହି ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବର୍ଷରୁ ଦୁଇ ଥର ବୋର୍ଡ…