Latest Odisha News

BREAKING NEWS

Yearly Archives

2021

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା…

ବିଟା ଅପେକ୍ଷା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଫାଇଜର ଏବଂ ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଫାର୍ମା ମେଜର୍ ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ କରୋନା ଟିକା ବିଟା ଷ୍ଟ୍ରେନ୍ ଅପେକ୍ଷା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟ ଚଳିତ ବର୍ଷ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ…

ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ରଣବୀର

ମୁମ୍ବାଇ: ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ଅଭିନେତା ରଣବୀର ସିଂ। କଲଭର୍ସ ଟିଭିର ଏକ କୁଇଜ୍ ସୋ 'ବିଗ୍ ପିକ୍ଚର୍'ରେ ହୋଷ୍ଟ କରିବେ ରଣବୀର। ତେବେ ଏହା ରଣବୀରଙ୍କ ପ୍ରଥମ ଟେଲିଭିଜନ ଡେବ୍ୟୁ ହେବ। ଏହି ଶୋ ’ବାନିଜୟ ଏସିଆ ଏବଂ ଆଇଟିଭି ଷ୍ଟୁଡିଓ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ବି.ଭି.…

ଇଡି ଜାଲରେ ଅଭିନେତା ଡିନୋ ମୋରିଆ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ଅଭିଯୋଗରେ ହୋଇଥିବା ଅର୍ଥ ହେରଫେର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ କଂଗ୍ରେସର ସ୍ୱର୍ଗତ ନେତା ଅହମ୍ମଦ ପଟେଲଙ୍କ ପୁତୁରା, ଅଭିନେତା ଡିନୋ ମୋରିଆ ଏବଂ ସଞ୍ଜୟ ଖାନ ଏବଂ ଡିଜେ ଆକିଲଙ୍କ ସମ୍ପତ୍ତି ଜବତ ହୋଇଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ…

୧୦୦ଟି ଦେଶକୁ ମାଡିଗଲାଣି ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ!

ନୂଆଦିଲ୍ଲୀ: ବିଶ୍ବର ୧୦୦ ଦେଶକୁ ମାଡିଗଲାଣି ଡେଲ୍‌ଟା ଭାରିଆଣ୍ଟ। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ସେ କହିଛନ୍ତି ଯେ ବିଶ୍ବର ପ୍ରାୟ ୧୦୦ଟି ଦେଶରେ ଚିହ୍ନଟ ହେଲାଣି ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ। ବିଶ୍ବ ଏବେ “ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ” ରହିଛି।…

୮.୬୭ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ଦେଇନାହାନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ଗତକାଲି ପଞ୍ଜାବ‌ ତୀବ୍ର ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏ ନେଇ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ବିଦ୍ୟୁତ ସଙ୍କଟର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ନବଜୋତ ସିଂ ସିଦ୍ଧୁ ନିଜେ ଆଠ ମାସର ବିଦ୍ୟୁତ ବିଲ୍‌ ପୈଠ କରିନଥିବା…

କୋଭାକ୍ସିନ ଟିକା ୭୮% ପ୍ରଭାବୀ, ଡେଲଟା ଭାରିଆଣ୍ଟ ଉପରେ ୬୫.୨% କାମ କରୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ୭୮ ପ୍ରତିଶତ ପ୍ରଭାବୀ କୋଭାକ୍ସିନ ଟିକା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ସାମନାକୁ ଆସିଛି । କରୋନା ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଟିକା ୭୭.୮ ପ୍ରତିଶତ ପ୍ରଭାବୀ । ସେହିପରି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଖତରନାକ୍ ଡେଲଟା…

କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ସତପାଲ ମହାରାଜ

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାଓ୍ୱତଙ୍କ ଇସ୍ତଫା ଦେଇଛନ୍ତି । କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ବହୁ ନେତାଙ୍କ ନାଁ ଆସୁଛି । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏବେ ବାହାରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ…

ଆଜି ୧୬ ଜିଲ୍ଲାରୁ କରୋନା ନେଲା ୪୫ ଜୀବନ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ୪୦ ଉପରେ ରହୁଛି । ୨୪ ଘଣ୍ଟାରେ ଆଉ ୪୫ ସଂକ୍ରମିତଙ୍କ ଜୀବନ ଯାଇଛି । ୧୬ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ…