Latest Odisha News

BREAKING NEWS

Yearly Archives

2021

ଆଜି ଓଡ଼ିଶାରୁ ୨୯୧୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୦୭%

ଭୁବନେଶ୍ୱର: ରାଜ୍ୟରେ ଆଜି ୩ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୧୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୭୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୪୦ । ଏହି ସମୟକେ ୭୧ହଜାର ୫୫୪ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୦୭% ।…

ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ସ୍ତ୍ରୀ ଓ ଝିଅକ ହାଣିଲା ସ୍ୱାମୀ । ଏହାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ  ଲୋକନାଥ ପାଲ ।…

୧୧୫ ଦିନର CM: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତୀରଥ ସିଂହ ରାଓ୍ୱତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାଓ୍ୱତ । ମାତ୍ର ୧୧୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଗତକାଲି ରାତି ୧୧ଟା ବେଳେ ସେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟଙ୍କୁ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ନିଜ…

କବିତା : ଜଗାକୁ ହେଇଛି ଜର

ରମେଶ ରଥ ଜଗାକୁ ହେଇଛି ଜର ଲୋ ସଙ୍ଗାତ, ଜଗାକୁ ହେଇଛି ଜର। ଅଣସର ଘରେ ନିରବେ ଶୋଇଛି , ନଶୁଣେ ଗୁହାରି କାର । ଜଗାକୁ ହୋଇଛି ଜରଲୋ ସଙ୍ଗାତ, ଜଗାକୁ ହେଇଛି ଜର।। ସ୍ନାନବେଦି ପରେ ବସି ଲୋ ସଙ୍ଗାତ, ଢାଳି ହେଲା ଏତେ ନୀର। ସୁବର୍ଣ୍ଣ କୂପକୁ ଖାଲି କରିଦେଲା, ଭୋଗୁଛନ୍ତି କାଳ ଜର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩-୭-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୩ ରିଖ ଶନିବାର ମିଥୁନ ୧୯ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ନବମୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର- ମେଷ ରାଶିର ନିଷେଧ ଖାଦ୍ୟ- ଲାଉ…

ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି

ଦିଲ୍ଲୀ  : ଶେଖର ମେହେତା ରୋଟାରୀ ଇଣ୍ଟରନାସନାଲର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ରିଅଲ ଇଷ୍ଟେଟ କମ୍ପାନୀ ସ୍କାଇଲାଇନର ଅଧ୍ୟକ୍ଷ ତଥା ରୋଟାରୀ କ୍ଲବ ଅଫ କୋଲକାତା ମହାନଗରର ସଦସ୍ୟ ଶେଖର ମେହେତା । ଶ୍ରୀ ମେହତାଙ୍କୁ ୧୧୧ ତମ ରୋଟାରୀ ଇଣ୍ଟରନାାସନାଲର ସଭାପତି ଭାବେ ଏକ ବର୍ଷ ପାଇଁ…

ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା

ଭୁବନେଶ୍ବର : ଭୁବନେଶ୍ବର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା । ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ…

ଉତରାଖଣ୍ଡରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂ

ଡେରାଡୁନ: ଉତରାଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି । ୪ମାସ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ନ ଥିବା ମୁଖ୍ୟମନ୍ତ୍ରୀ ତୀରଥ ସିଂ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଥିପାଇଁ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ସେ ଏହି…

ଭିଏସଏସ ନଗର ମାର୍କେଟ୍ ସିଲ୍

ଭୁବନେଶ୍ବର : ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଲା ଭୁବନେଶ୍ବର ଭିଏସଏସ ନଗର ମାର୍କେଟ । କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି । ମାର୍କେଟରେ ସାମାଜିକ ଦୂରତା ରକ୍ଷା କରିବାରେ ବ୍ୟବସାୟୀ ଓ ଗ୍ରାହକ ବିଫଳ ହୋଇଥିବାରୁ ଏଭଳି…

ପଞ୍ଜାବରେ ତୀବ୍ର ସଙ୍କଟ ସୃଷ୍ଟି କଲା ବିଦ୍ୟୁତ ଅଭାବ

ପଞ୍ଜାବ : ପଞ୍ଜାବରେ ବିଦ୍ୟୁତ ଅଭାବ ସୃଷ୍ଟି କରିଛି ତୀବ୍ର ସଙ୍କଟ । ପ୍ରବଳ ଗରମ ଓ ବିଦ୍ୟୁତ ଅଭାବ ଯୋଗୁ ନୂଆ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏଣିକି ସରକାରୀ ଅଫିସ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଏହି…