ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍, ୧୭ ହଜାର ସିମ୍ କାର୍ଡ ଜବତ
ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର…