Latest Odisha News

BREAKING NEWS

Yearly Archives

2021

ସାକ୍ଷୀ ମହାରାଜଙ୍କ ଆକାଉଣ୍ଟରୁ ନେଇଗଲେ ୯୭ ହଜାର

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନିଜର  ବୟାନକୁ ନେଇ ଚର୍ଚ୍ଚାର ରହିଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଚର୍ଚ୍ଚାରେ। ତାଙ୍କ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ହୋଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ଲୁଟିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଓଡ଼ିଶାର ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ…

ଏହି ଚାଇନା ଟିକା ଶିଶୁଙ୍କ ଲାଗି ଅଧିକ ନିରାପଦ ଓ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦି ଲାନସେଟ୍ ସଂକ୍ରମଣ ରୋଗ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚାଇନାରେ ନିର୍ମିତ କରୋନା ଟିକା, କରୋନାଭ୍ୟାକ୍‌ର ଦୁଇଟି ଡୋଜ୍ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହା ବିଶେଷ କରି ଏବଂ ୩ରୁ ୧୭ ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି…

ମହାରାଷ୍ଟ୍ରରେ ମହିଳାଙ୍କୁ ଗୋଟିଏ ଦିନରେ ୩ କରୋନା ଟିକା!

ଥାନେ: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ମାତ୍ର କେଇମିନିଟ ମଧ୍ୟରେ କରୋନା ଟିକାର ୩ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଜଣକ ଏକ ସରକାରୀ ଟିକାକେନ୍ଦ୍ରକୁ ଟିକା ନେବାକୁ ଆସିଥିଲେ। ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମ ଥର ଟିକା…

ୟୁଏଇରେ ଟି୨୦ ବିଶ୍ୱକପ ଆୟୋଜନ : ବିସିସିଆଇର ଫାଇଦା, ଭାରତର କ୍ଷତି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ,…

ବିରଳ ‘Oh+ve’ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଲେ ରାଉରକେଲାର ରଜତ

ଅନୁଗୋଳ: ରକ୍ତ ସମ୍ପର୍କ ନାହିଁ । କିନ୍ତୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ । ରାଉରକେଲାରୁ ଆସିଲେ ଅନୁଗୋଳ । ଜଣେ ଗର୍ଭବତୀଙ୍କୁ ବିରଳ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଛନ୍ତି ରାଉରକେଲାର ରଜତ ଏକ୍କା । ତାଙ୍କର ମହାନତା ଓ ପରୋପକାରକୁ ନେଇ ଏବେ ଅନୁଗୋଳ ସହରରେ ଭାରି ଚର୍ଚ୍ଚା । ଢେଙ୍କାନାଳ…

ନଗଡ଼ାବାସୀ ନେଲେ କରୋନା ଟିକା

ଯାଜପୁର: ବହୁ ଚର୍ଚ୍ଚିତ ତଥା ଅପପୁଷ୍ଟିର ଅପବାଦ ମୁଣ୍ଡେଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଟିକାକରଣ ହୋଇଛି। ସୋମବାର ଉପର ଓ ତଳ ନଗଡ଼ାର ୬୫ଜଣ ଜୁଆଙ୍ଗ ଆଦିବାସୀ, ଗୁହିଆସାଳରୁ ୫୬, ତୁମୁଣିର ୩୮ଜଣ ଜୁଆଙ୍ଗଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏହା ସହିତ ନାଲିଆଡାବରରେ…

ମାଟ୍ରିକ ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ କେବଳ ଅଫଲାଇନ୍ ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ…

କଟକ: ରାଜ୍ୟରେ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହେଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ରେଜଲ୍ଟକୁ ନେଇ ନାଖୁସ୍ । ଗତକାଲି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରେ ଆଜି ପ୍ରେସମିଟର…

ଚାଉଳରୁ କଲେରା ଭ୍ୟାକ୍ସିନ ପ୍ରସ୍ତୁତ କଲା ଜାପାନ !

ଟୋକିଓ: ଜାପାନ ବୈଜ୍ଞାନିକଙ୍କୁ ଆଜି ବଡ ସଫଳତା ମିଳିଛି । କଲେରା ରୋଗ ପାଇଁ ଚାଉଳରୁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସେମାନେ ସଫଳ ହୋଇଛନ୍ତି । ଏହାର ନାମ ମ୍ୟୁକୋ ରାଇସ ସିଟିବି ରଖାଯାଇଛି । ଏହାକୁ ସାଧାରଣ ରୁମ ଟେମ୍ପେରେଚରରେ ଷ୍ଟୋର କରାଯାଇ ପାରିବ । ଏହାକୁ ପାଟିବାଟେ ପାଣି ସହିତ ଖିଆ…