Latest Odisha News

BREAKING NEWS

Yearly Archives

2021

ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ କରିବା ଘଟଣା ପରେ ପୁଲଓ୍ୱାମାରେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙକ୍…

ଦିଲ୍ଲୀରେ ଅନଲକ୍ ୫.୦: ଆଜିଠୁ କଣ ଖୋଲିବ, କଣ ରହିବ ବନ୍ଦ ?

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା କମୁଛି । ପଜିଟିଭିଟି ରେଟ୍ ଅଧିକ ହ୍ରାସ ପାଉଛି । ଜୁଲାଇରେ ଅଧିକ କଟକଣା କୋହଳ କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଖୋଲିଛି ଜିମ୍ ଓ ଯୋଗ ସେଣ୍ଟର । ତେବେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବା ପାଇଁ ଅନୁମତି ରହିଛି । ଦୁଇ ମାସ ବନ୍ଦ ରହିବା ପରେ…

ଭୀମ ପୃଷ୍ଟି ପାଇବେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ୨୦୨୧ ମସିହା ପାଇଁ ପ୍ରଥମ 'ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ' ପାଇବେ ବୋଲି କାଦମ୍ବିନୀ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି  । ମାସିକ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଓଡ଼ିଆ କଥା ସାହିତ୍ୟର ବହୁ ଜନପ୍ରିୟ ଲେଖକ ତଥା ଓଡ଼ିଆ ଉପନ୍ୟାସର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ  ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା ତୁମ ପାଇଁ ଅନିର୍ଦ୍ଦିଷ୍ଟ ହୋଇଯାଇଛି । ତୁମେ ତୁମକୁ ଖୋଜୁଛ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୮-୬-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୮ ରିଖ ସୋମବାର ମିଥୁନ ୧୪ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ-:…

ସୁପ୍ରତିଷ୍ଠିତ ଯୁବ ବାୟକ : ମନୋଜ କୁମାର ମହାପାତ୍ର

ପାଲା ଗାୟକଙ୍କର ମୁଖ୍ୟ ସହଯୋଗୀ ହେଉଛନ୍ତି ବାୟକ । ବାୟକ ଉପଯୁକ୍ତ ନହେଲେ ଜଣେ ଗାୟକ ଉଚ୍ଚକୋଟୀର ଗାୟନ କରିବାରେ ସଫଳ ହୋଇପାରିନଥାନ୍ତି । ବହୁ ବିଶିଷ୍ଟ ଗାୟକଙ୍କ ପାଖରେ ବାୟକ ଭାବେ ବାଦ୍ୟ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବ ବାୟକ ମନୋଜ କୁମାର ମହାପାତ୍ର ।…

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । କିଛି ସମୟ ତଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭୁବନେଶ୍ୱର ଉପକଣ୍ଠ ଯାଁଳା ନିକଟରେ ଏକ…

ବିଜୟ କୁମାର ସାହୁଙ୍କୁ ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଜୟ କୁମାର ସାହୁଙ୍କର ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍କୁଲର…

ଇତିହାସ ରଚିଲେ ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ ଭାବେ ପରିଚିତ ଶେଫାଳୀ ବର୍ମା ରବିବାର ପଦାର୍ପଣ ଦିନିକିଆ ମ୍ୟାଚ ଖେଳିବା ସହ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ କମ୍ ବୟସରେ( ୧୭ ବର୍ଷ ୧୫୦ ଦିନ) ଆନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି…

ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ୍ସ କ୍ୱାଲିଫିକେଶନ ଟାଇମ ଅତିକ୍ରମ କଲେ ସଜନ

ନୂଆଦିଲ୍ଲୀ: ଭାରତର ସନ୍ତରଣକାରୀ ସଜନ ପ୍ରକାଶ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ କ୍ୱାଲିଫିକେଶନ ଟାଇମ ଅତିକ୍ରମ କରିବା ଗୌରବ ଅର୍ଜନ କରିଛନ୍ତି । ରୋମରେ ଚାଲିଥିବା ସେଟେ କୋଲେ ଟ୍ରଫିର ପୁରୁଷ ୨୦୦ମିଟର ବଟରଫ୍ଲାଏ ବିଭାଗରେ ସେ ୫୬.୩୮ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ…