ବିଶ୍ୱ ଟିକାକରଣ ତାଲିକାରେ ଶୀର୍ଷରେ ଭାରତ!
ନୂଆଦିଲ୍ଲୀ: କୋଭିଡ-୧୯ ବିପକ୍ଷରେ ବିଶ୍ୱ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଛି। ବିଶ୍ୱ ଟିକାକରଣ ତଥ୍ୟ ଅନୁଯାୟୀ ଭାରତରେ ଜୁନ୍ ୨୮ ସକାଳ ୮ ଟା ପର୍ଯ୍ୟନ୍ତ ୩୨.୩୬ କୋଟି ଲୋକ ଟିକାକରଣ କରିଛନ୍ତି।
ଆମେରିକା ପରେ ଭାରତରେ ୩୨.୩୩ କୋଟି ଡୋଜ ଦିଆଯାଇଛି। ୧୩୫ କୋଟି ଲୋକଙ୍କ ସହ ଭାରତ…