ଜୁଡାକୋ ସୁଶୀଲା ଦେବୀଙ୍କୁ ଅଲିମ୍ପିକ ଯୋଗ୍ୟତା
ନୂଆଦିଲ୍ଲୀ: ଭାରତର ଷ୍ଟାର ଜୁଡାକୋ ସୁଶୀଲା ଦେବୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ କୋଟା ମାଧ୍ୟମରେ ସେ ଯୋଗ୍ୟତା ହାସଲ କରିଥିବା ନେଇ ଆନ୍ତର୍ଜାତୀୟ ଜୁଡୋ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୮ କେଜି ବିଭାଗରେ ସେ ଏସୀୟ ତାଲିକାରେ ୯୮୯ ପଂଏଟ ସହ ୭ମ…