Latest Odisha News

BREAKING NEWS

Yearly Archives

2021

ରାଜ୍ୟପାଳଙ୍କ ଦ୍ୱାରା “ପ୍ରଫେସର ଡକ୍ଟର ନାରାୟଣ ରାଓ ଆଜ ସୀନ ବାଏ ମେନି ଆଏଜ” ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ୮୦ ବର୍ଷ ପୁର୍ତ୍ତି ଉପଲକ୍ଷେ ରାଜ୍ୟ ରାଜଭବନ ପରିସରରେ ଏକ ନିରାଡମ୍ବର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପ୍ରଫେସର ରାଓଙ୍କର ଛାତ୍ର ଓ ପରିବାର ବର୍ଗଙ୍କ ଦ୍ୱାରା ସଂକଳିତ "ପ୍ରଫେସର ଡ଼ ନାରାୟଣ ରାଓ ଆଜ…

କବିତା : ଲକ୍ ତାଉନ୍‌

ସଞ୍ଜୟ ଭଟ୍ଟ  ତମକୁ ଯେତେ ମୁଣ୍ଡରୁ ଫିଙ୍ଗିବି କହିଲେ ଫିଙ୍ଗି କେଉଁ ପାରୁଛି ଇପ୍ସିତା ? ତମେ ତ ଝିଟିପିଟି ର ଟକ୍ ଟକ୍ ପରି ମତେ ଉଠେଇ ଦେଉଛ ରାତି ଅଧରେ ! ଦିନେ ମୁଁ ପଚାରିଥିଲି -କହ ଇପ୍ସିତା ତମର ସ୍ୱପ୍ନ କ'ଣ ? ତମେ କହିଥିଲ- ମୋ କବିତା ଟେ ଛପା ହୁଅନ୍ତା କି ବିଜୟା ପତ୍ରିକା…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୭-୬-୨୦୨୧ ରବିବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୭ ରିଖ ରବିବାର ମିଥୁନ ୧୩ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ତୃତୀୟା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମେଷ ଘାତ ଚନ୍ଦ୍ର-: ସିଂହ ରାଶି…

୩୯ କ୍ରୀଡ଼ାବିତଙ୍କୁ ଓଡିଶା ପୋଲିସରେ ଚାକିରି

ଭୁବନେଶ୍ୱର: ଓଡିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡାବିତ । ୩୦ ଜଣ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । ବିଭିନ୍ନ କ୍ରୀଡାରେ ଉଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କ୍ରୀଡାବିତଙ୍କ ସବୁ ସ୍ଵପ୍ନ…

ମା’ ଚଣ୍ଡୀଙ୍କ ଆଶ୍ରାରେ ଜଙ୍ଗଲୀ ଭାଲୁ

ଘୁଂଚାପାଲି : ବଣ ପାହାଡ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ରହିଛନ୍ତି ମା’ଚଣ୍ଡୀ । ଛତିଶଗଡ଼ ଘୁଂଚାପାଲିରେ ରହିଛି ଏହି ମା’ ଚଣ୍ଡୀ ମନ୍ଦିର । ମା’ଙ୍କ ନିକଟରେ ଆଗାଢ ବିଶ୍ୱାସ ଯୋଗୁ ନିତି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଂଜ ନଇଁଗଲା ପରେ…

ଗୋଆରେ ଡେଲ୍ଟା ପ୍ଲସ ଭୟ, ଜୁଲାଇ ୫ ପର୍ଯ୍ୟନ୍ତ ବଢ଼ିଲା କୋରୋନା କର୍ଫ୍ୟୁ

ଗୋଆ : ମହାମାରୀ କରୋନାର ଦ୍ବିତୀୟ ଲହରରେ ସୁଧାର ଆସୁଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ମାମଲା ଧିରେ ଧିରେ ବଢୁଥିବା ବେଳେ ଏବେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କଲେଣି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟର…

ବିନା ଡିଗ୍ରୀରେ ଚାଲିଥିଲା ଚିକିତ୍ସା, ଗିରଫ ୩ କ୍ୱାକ୍ ଡାକ୍ତର

ମାଲକାନଗିରି: କରୋନା ମହମାରୀରେ ଅସ୍ତବ୍ୟସ୍ତ ହୋଇପଡିଛି ଧନଜୀବନ । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଥିଲା ମାଲାମାଲ ହେବାକୁ ସଯୋଗ । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ପୋଲିସ ଜାଲରେ ପଡିଛନ୍ତି ତିନିଜଣ କ୍ୱାକ୍ (ଦେଶୀ) ଡାକ୍ତର । ଜାଣି ଚକିତ ହେବେ ବିନା ଡିଗ୍ରୀରେ ଚାଲିଥିଲା…

ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ, ନାଳରେ ବୁଡି ୨ ଶିଶୁ ମୃତ

ରାଉରକେଲା : ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ । ନାଳରେ ପଡ଼ି ୨ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଦୁଇ ଜଣ ଶିଶୁ ନାଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଲରେ ଦେଢ଼ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଶିଶୁ ଲୁଙ୍ଗେଇ…

କୃଷ୍ଣକାୟ ଜର୍ଜ ଫ୍ଲଏଡ ହତ୍ୟା ମାମଲା: ଦୋଷୀ ପୋଲିସ ଅଫିସରଙ୍କୁ ୨୨ ବର୍ଷ ୬ ମାସ ଜେଲ

ୱାଶିଂଟନ: ବହୁ ଚର୍ଚ୍ଚିତ ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ଏଥିରେ ଦୋଷୀ ପୋଲିସ ଅଫିସର ଡେରେକ ଚୌଭିନଙ୍କୁ ୨୨ ବର୍ଷ ୬ ମାସ ଜେଲା ଦଣ୍ଡାଦେଶ ଶୁଣାଯାଇଛି । ମିନିଆପୋଲିସର ଏହି ପୂର୍ବତନ ଅଧିକାରୀ ଫ୍ଲଏଡଙ୍କ ନିଜ ଆଂଠୁ ତଳେ ଦବେଇ ରଖିଥିଲେ,…

ଭଦ୍ରକ ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ, ୩ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ । ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଚୋରା ମଦ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।…