Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ

ବ୍ରହ୍ମପୁର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବୀନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସରକାରୀ କାର୍ଯ୍ୟାଳୟରେ ପଶି ଡିଇଓଙ୍କୁ ଆକ୍ରମଣ କରିଛନ୍ତି ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ବିଶ୍ରାମ ନେବେ ସପ୍ତରଥୀ

ଭୁବନେଶ୍ୱର: ଆଇପିଏଲ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ ଖେଳିବ । ଏହା ପରେ ଟିମ ଇଣ୍ଡିଆ ଆର‌୍ୟଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହାକୁ ଦେଖି ବିସିସିଆଇ ଦଳର…

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

ଭୁବନେଶ୍ୱର: ନିର୍ବାଚନ ସହଯୋଗୀ ବା ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ମନା କରିଛନ୍ତି। ମଂଗଳବାର କଂଗ୍ରେସ ଅଫର କୁ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ପ୍ରଶାନ୍ତ ଟ୍ୱିଟ୍ କରି ଜଣେଇଛନ୍ତି। ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ…

ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ରାଜନୀତି ନକରି ASI କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ…

ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା: ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ପ୍ରଭାରୀ

 ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।…

ସ୍ୱଳ୍ପ ଗଳ୍ପ : ଗୋଟିଏ ପରାଜୟ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୮ ମୃତ୍ୟୁକୁ ବାଦ ଦେଇ ଦେଖିଲେ ତାଙ୍କର ଏହା ପରାଜୟ ହିସାବରେ ଅନ୍ତିମ ପାର୍ଥିବ ପରାଜୟ। ଏହା ପୂର୍ବରୁ ତାଙ୍କ ନାଆଁରେ ଅନ୍ତତଃ ତିନିଶହରୁ ଅଧିକ ବିଜୟର ଗୌରବ ନଥିଭୂକ୍ତ ହୋଇ ରହିଥିଲା । କୁସ୍ତି ପ୍ରତିଯୋଗିତାରେ ସେ…

ଟିକା ନେବେ ୬ ରୁ ୧୨ ବର୍ଷର ପିଲା, ଦୁଇ ଟିକା କମ୍ପାନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଛୋଟ ପିଲାଙ୍କ ଟିକାକରଣକୁ ନେଇ ଏକ ଭଲ ଖବର ଆସିଛି । ଏବେ ୬ ରୁ ୧୨ ବର୍ଷର ପିଲାମାନେ କରୋନା ଟିକା ନେବେ। ଏହି ଟିକାକରଣ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ଏବଂ ବାୟୋଲୋଜିକାଲ ଇ କମ୍ପାନୀର କରବେଭାକ୍ସକୁ ଅନୁମୋଦନ ମିଳିଛି ।…

ପୁରୀ ପଦଯାତ୍ରାକୁ ମିଳିଲାନି ଅନୁମତି, ପ୍ରସ୍ତୁତି ଦେଖି ଡରିଗଲା କି ପ୍ରଶାସନ ?

ପୁରୀ: ଶ୍ରୀକ୍ଷେତ୍ରରେ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ହେବାକୁ ଥିବା ପଦଯାତ୍ରାକୁ ମିଳିଲାନି ଅନୁମତି । ଆସନ୍ତାକାଲି ପୁରୀରେ ଏହି ପଦଯାତ୍ରା ହୋଇଥାନ୍ତା । ଏଥିପାଇଁ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ବ୍ୟକ୍ତି, ସଂଗଠନ ପୁରୀ ଆସିଥାନ୍ତେ । ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା…

ଅପରାଜିତାଙ୍କ ପୁରୀ ପଦଯାତ୍ରାକୁ ରାଜ୍ୟ ବିଜେପିର ସମର୍ଥନ ଅଛି ତ?

ଭୁବନେଶ୍ୱର: ଆସନ୍ତାକାଲି ପୁରୀରେ ପଦଯାତ୍ରା କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ସାଂସଦ ଷଡ଼ଙ୍ଗୀ ଏହି ପଦଯାତ୍ରା କରିବେ । ଏ ନେଇ ସେ ତାଙ୍କ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି । କିନ୍ତୁ ଫେସବୁକ…

ଦ୍ୱିପ୍ରହର ସୁଦ୍ଧା ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଖରାରେ ସିଝିଲା ଝାରସୁଗୁଡା । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ହେଲା ଝାରସୁଗୁଡା। ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନର ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮…