Latest Odisha News

BREAKING NEWS

Yearly Archives

2022

ପିସିସି ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି; ସୁରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ବିଗତ ଦିନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହି ମତ ଦେଇଥିଲେ । ସୁରଙ୍କ ଏଭଳି ମନ୍ତବ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୁବ୍ଧ ହୋଇ ତାଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ।…

ପ୍ରତିବର୍ଷ ହେବ ମେୟର ଓ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ପ୍ରତିବର୍ଷ ମେୟର ଓ ଅଧ୍ୟକ୍ଷମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହେବ । ନବର୍ନିବାଚିତ ମେୟର ଏବଂ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ପାଇଁ ଲୋକସେବା ଭବନରେ ହୋଇଥିବା ଦୁଇ ଦିନିଆ କର୍ମଶାଳାଏହି ନିଷ୍ପତ୍ତି ନିଆଯାଇଛି। ଏହି କର୍ମଶାଳାରେ ସମସ୍ତ ଅଂଶଗ୍ରହଣକାରୀ ଗୃହ ଓ ନଗର ଉନ୍ନୟନ…

ଏଠାରେ ୩୦ ବର୍ଷ ହେବ ଟୟଲେଟରେ ପ୍ରସ୍ତୁତ ହେଉଥିଲା ସିଙ୍ଗଡା !

ଦୁବାଇ: ସାଉଦି ଆରବର ଏକ ରେଷ୍ଟୁରାଂଟକୁ ସେଠାକାର ମ୍ୟୁନିସିପାଲିଟ ଅଧିକାରୀ ବନ୍ଦ କରି ଦେଇଛନ୍ତି । ଗଲ୍ଫ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜେଦାର ଏକ ବିଲ୍ଡିଂରେ ଲୁଚା ଛପାରେ ରେଷ୍ଟୁଂରାଟ ଚାଲିଥିଲା । ଏହାର ମାଲିକ ଟୟଲେଟରେ ସିଙ୍ଗଡା ସମେତ ଅନ୍ୟ ସ୍ନାକ୍ସ ପ୍ରସ୍ତୁତ କରୁଥିଲା । ଖବର…

ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ

ଭୁୁବନେଶ୍ୱର: ଆସନ୍ତା କାଲି ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ବିଷୟରେ ଆଲୋଚନା କରିବେ ମୋଦି । କରୋନାର ତୃତୀୟ ଲହରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଭଳି…

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା । ତେବେ ଆଇଏମଏସ…

ପରଦାରେ ଜମିବ ଆକ୍ସନ, ଥ୍ରୀଲରର ଭରପୁର ମଜା :ଭୁଲ୍ ଭୁଲେୟା-୨ର ଟ୍ରେଲର୍ ରିଲିଜ୍

ମୁମ୍ୱାଇ : ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ୧୫ ବର୍ଷ ପରେ ମଞ୍ଜୁଲିକାର କମବ୍ୟାକ୍ । ବର୍ଷର ହରର୍ କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ୍ ଭୁଲେୟା-୨ର ଟ୍ରେଲର୍ ଲଞ୍ଚ କରାଯାଇଛି । ଚଳଚ୍ଚିତ୍ରର ଟ୍ରେଲରରେ ଦେଖିବାକୁ ମିଳିଛି…

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ। ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି।

[ଦେଖନ୍ତୁ ଭିଡିଓ] ଗୁଣୁପୁର ସହରରେ ଗହଣା ଦୋକାନରୁ ୩କେଜି ଗହଣା ଲୁଟ୍: ସିସିଟିଭିରୁ ଫୁଟେଜ

ରାୟଗଡ଼ା: ସିସିଟିଭରେ କଏଦ ହୋଇଛି ଲୁଟର ଭିଜୁଆଲ। ଦିନ ଦିପହରରେ ଲୁଟେରା ଲୁଟିନେଲ ସୁନାଗହଣା। ଗୁଣୁପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ଦୋକାନ ଖୋଲିବାକୁ ଆସିବା ସମୟରେ ଏକ ବାଇକରେ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଠାରୁ ଲୁଟି ନେଇଥିଲେ ସୁନାଭରା…

୨୦୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଦୁନିଆ ସାମ୍ନା କରିବ ୫୬୦ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର: ଜଳବାୟୁର ଦ୍ରୁତ ପରିବର୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁଏନ ନିକଟରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ବର୍ତମାନ ପରିସ୍ଥିତି ଯଦି ନ ସୁଧୁରେ ତାହାହେଲେ ୨୦୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଦୁନିଆ ଅତି କମରେ ୫୬୦ ବିପର୍ଯ୍ୟୟକୁ ସାମ୍ନା କରିବ ।…

ଖରା ପାଇଁ ୨୭ରୁ ମେ ୨ ପର୍ଯ୍ଯନ୍ତ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ

ଭୁବନେଶ୍ୱର: ରାଜ୍ଯରେ ପ୍ରଚଣ୍ଡ ଖରା ପାଇଁ ବୁଧବାର ଏପ୍ରିଲ ୨୭ରୁ ମେ ୨ ଯାଏଁ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ ରହିବ। ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ୟୁଜି-ପିଜି ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏହି ପର୍ଯ୍ୟାୟ ଭିତରେ କ୍ଲାସ୍ ରୁମ୍ ଶିକ୍ଷାଦାନ ବନ୍ଦ ରଖିବା…