Latest Odisha News

BREAKING NEWS

Yearly Archives

2022

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୩ ଜଣଙ୍କ ନାଁ, ହାଇକମାଣ୍ଡ ନେବେ ନିଷ୍ପତ୍ତି

ସିମଲା: କିଏ ହେବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଚୂଡ଼ାନ୍ତ ହୋଇପାରୁନି ନାଁ । ତିନି ଜଣଙ୍କ ନାଁ ପ୍ରସ୍ତାବ ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ହିମାଚଳପ୍ରଦେଶଳରେ ସରକାର ଗଠନ ପାଇଁ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢିଛି । ଗତକାଲି ନବନିର୍ବାଚିତ…

ତାମିଲନାଡୁ ଉପକୂଳରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ମାଣ୍ଡୋସ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ(ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି…

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି । ତାର ମୁହଁ ତଳକୁ ହୋଇଥିବାରୁ ସେ…

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ବେଢା ବୁଲା କରୁ କରୁ ଆଜି ଆଲୋଚନା କରିବା ମହାପ୍ରଭୁ ସାକ୍ଷୀଗୋପାଳଙ୍କ ବିଷୟରେ। ଶ୍ରୀ ସାକ୍ଷୀଗୋପାଳଙ୍କ କଥା ମନକୁ ଆସିଲେ, ସଙ୍ଗେ ସଙ୍ଗେ ମନେ ପଡନ୍ତି…

ଜଗା ପ୍ରେମରେ ଉବୁଟୁବୁ ଗୀତିକାର ବିଜୟ କୁମାର ମିଶ୍ର

ପୁରୀର ବିଜୟ କୁମାର ମିଶ୍ରଙ୍କୁ କିଏ ବା ନ ଜାଣେ । ଗୀତ, କବିତା, ଭଜନ, ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ସେ ଜଗାଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ଭୁଲ ହେବନି । ଗୀତ, କବିତା ଲେଖି ଆସୁଥିଲେ ମଧ୍ୟ ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଜଗା ପ୍ରେମରେ ପଡି ଯାଇଥିଲେ । ଆଉ ଯାହା…

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଦର୍ଶକଙ୍କ ପସନ୍ଦ ହିନ୍ଦୀ ଫିଚର ଫିଲ୍ମ ‘ଜୋସେଫ’

ମୁମ୍ବାଇ: ହିନ୍ଦୀ ଫିଚର ଫିଲ୍ମ ଜୋସେଫ୍ ମୁକ୍ତିଲାଭ କରିଛି । ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ଜୋସେଫ୍- ବର୍ଣ୍ଣ ଇନ୍ ଗ୍ରେସ୍ ସାରା ଦେଶରେ ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅଭିନେତା ଭେକ୍ଟର ବାନାର୍ଜୀ ଓ ସୁବ୍ରତ ଦତ୍ତ ଅଭିନୟ କରିଥିବା ବେଳେ…

ଶୁଷ୍କ ମାଟିର ସୁନା : ମାଣ୍ଡିଆ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଆମ ରାଜ୍ୟ ଓଡ଼ିଶାର ମାଟି ଚାଷୀର ମାଟି । କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ତିନି ତିନି ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ । ଆମ ସଭ୍ୟତା ଓ ସଂସ୍କୃତି କୃଷି ଉପରେ ଆଧାରିତ । ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ କୃଷି । କୃଷି…