Latest Odisha News

BREAKING NEWS

Yearly Archives

2022

ଏପ୍ରିଲ ୨୪ରୁ ରାଜ୍ୟରେ ବଢ଼ିବ ଗରମ

ଭୁବେନେଶ୍ୱର : ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ଖରା । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି ।…

ଅସଲି ଏଟିଏମ ଲୁଟର ନକଲି ଷ୍ଟୋରୀ, ଟ୍ୱିନସିଟି ପୋଲିସ ମୁଖିଆଙ୍କ ମିଛ କାହାଣୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ପୋଲିସ କମିସନରଙ୍କ ମିଛ କାହାଣୀ। ଧରାପଡିଲା ଧଉଳି ଲିଙ୍ଗିପୁର ଏଟିଏମ ଲୁଟର ସତ କାହାଣୀ। ଅର୍ଥାତ ଭୁବନେଶ୍ୱର ଷ୍ଟେସନରୁ ଅପରାଧୀଙ୍କୁ ଧରି କମିସନର କହିଥିଲେ ଆଣିଛୁ ବାଙ୍ଗଲୋରରୁ ଧରି। ଏମିତି ଏକ ମିଛ କାହାଣୀର ଖୁଲାସା ହୋଇଛି। କୋର୍ଟକୁ କମିସନରେଟ ପୋଲିସ ଏହି…

କୋଠାବାଡି ଯୋଜନା ଅନୁମୋଦନ ପାଇଁ ତାଲିମ

ଭୁବନେଶ୍ୱର: ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ…

ମେ ୨୭ରେ ହେବ ସ୍ଥଗିତ ପଞ୍ଚାୟତ ନିର୍ବାଚନ; ୩୧ରେ ଆସିବ ଫଳାଫଳ

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ତାରିଖ ଘୁଞ୍ଚିଥିବା ସ୍ଥାନ ଗୁଡ଼ିକରେ ପୁନଃ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗୁରୁବାର ତାରିଖ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ଯେଉଁ ସ୍ଥାନରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା, ସେହି ସ୍ଥାନ ଗୁଡ଼ିକରେ ମେ ୨୭ ରେ…

କେଜିଏଫ୨ ଫିଲ୍ମ ଦେଖୁଥିବା ବେଳେ ହଲରେ ଫୁଟିଲା ଗୁଳି

ବାଙ୍ଗାଲୋର: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କେଜିଏଫ୨ ଫିଲ୍ମ ଦେଖିବା ବେଳେ ହଲରେ ଫୁଟିଛି ଗୁଳି । ଫିଲ୍ମ ଦେଖିବାକୁ ଆସିଥିବା ୨୭ ବର୍ଷୀୟ ବସନ୍ତ କୁମାର ସହ ଜଣେ ଅଜଣା ବ୍ୟକ୍ତିର କୌଣସି କାରଣ ନେଇ ଯୁକ୍ତି ତର୍କ ହୋଇଥିଲା । କିଛି ସମୟ ପରେ ଅଜଣା ଯୁବକ ଜଣକ ବସନ୍ତ ଉପରକୁ ଗୁଳି ଚାଳନା…

ଜାହାଙ୍ଗୀରପୁରୀ ଘଟଣା ଦେଖିଲେ ଅନୁଭବ ହେଉଛି ଦେଶରେ ଏନଆରସି ଲାଗୁ ହେବା ଦରକାର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଜାହାଙ୍ଗିରପୁରୀ ଦଙ୍ଗା ଓ ବସ୍ତି ଉଚ୍ଛେଦକୁ ନେଇ ଗୁରୁବାର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ହନୁମାନ ଜୟନ୍ତୀ ରେ ହୋଇଥିବା କାଣ୍ଡକୁ ଦେଖିଲେ ଲାଗୁଛି, ଦେଶରେ ଖୁବ୍ ଶୀଘ୍ରୀ ଏନଆରସି ଲାଗୁ କରିବା ଦରକାର । ମୁସଲମାନ ସଂପ୍ରଦାୟ ଆଡ଼କୁ ଆକ୍ଷେପ କରି…

ଅଜଣା ରୋଗକୁ ପିଶାଚର କୋପ ଭାବି ଗ୍ରାମବାସୀ ନିଜକୁ ନିଜେ କଲେ ଲକଡାଉନ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଭେନେଲାବଲାସା ଅଂଚଳରେ ଏବେ କୋକୁଆ ଭୟ ଖେଳି ଯାଇଛି । ଏଠାରେ କିଛି ଲୋକଙ୍କୁ ହଠାତ ଜ୍ୱର ଆସିବା ପରେ ମୃତ୍ୟୁ ଘଟିଥିଲା । ଏହାକୁ ପିଶାଚର କୋପ ଭାବି ଗ୍ରାମବାସୀମାନେ ନିଜକୁ ନିଜେ ଲକଡାଉନ କରିଛନ୍ତି । ଗ୍ରାମ ବାହାରକୁ କେହି…

ଫ୍ରିଜ ମଧ୍ୟରେ ୨୦ ଘଂଟା ରହି ନିଜକୁ ବଂଚାଇଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ରଖିବ ହରି ମାରିବ କିଏ । ଫିଲପାଇନ୍ସରେ ଏ ଭଳି ଏକ ଘଟଣା ଘଟିଛି । ପ୍ରବଳ ଝଡ ତୋଫାନ ଯୋଗୁ ସିଜେ ଜେମ୍ସ ରହୁଥିବା ଘରେ ପାଣି ପଶି ଯାଇଥିଲା । କିଛି ବୁଦ୍ଧି ନ ପାଇ ୧୧ ବର୍ଷର ବାଳକଟି ଘରେ ଥିବା ଫ୍ରିଜ ମଧ୍ୟରେ ପଶି ଯାଇଥିଲା । ୨୦ ଘଂଟା ପରେ ତାକୁ ନଦୀ କୂଳରେ ଉଦ୍ଧାର…

ହାତୀ ପାଇଁ ଓଭରପାସ୍: ଆଠଗଡ-ଢେଙ୍କାନାଳ ରେଳଲାଇନ୍ ଉପରେ ତିଆରି ହେବ ଓଭରପାସ

ଢେଙ୍କାନାଳ : ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍ । ଆଠଗଡ-ଢେଙ୍କାନାଳ ରେଳ ଲାଇନ୍ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାସ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି…

ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬ ଜଣ, ଦେଢ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: IPL ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ…