Latest Odisha News

BREAKING NEWS

Yearly Archives

2022

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ, କହିଲେ ଶୀଘ୍ର ହେବ ଏୟାରପୋର୍ଟ

ଭୁବନେଶ୍ୱର: ମାଲକାନଗିରିରେ ଖୁବ୍ ଶୀଘ୍ର ବିମାନ ବନ୍ଦର ତିଆରି ହେବ । ଏ ସକାଶେ ଜମି ଅଧିଗ୍ରହଣ ସରିଛି । ବାଡ଼ ବି ବୁଲା ହୋଇଯାଇଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯାଇଛି । ଆଉ ନିର୍ମାଣ ପାଇଁ ଟେଣ୍ଡର ବି ଆହ୍ୱାନ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

[ଦେଖନ୍ତୁ ଭିଡିଓ] ନିମ୍ନ ମାନର କାମ ଯୋଗୁ ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର  : ଆସୁଛି ଅର୍ଥ। ହେଲେ କାମ ହେଉଛି ନିମ୍ନ ମାନର। ରାସ୍ତା ଖଣ୍ଡିଏପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ତିନି ମାସ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା। ଠିକାଦାର ଓ ଉପରିସ୍ଥ କର୍ମଚାରୀଙ୍କ ଯୋଗୁ ଅର୍ଥହେରଫେର ହୋଇଥିବା ବେଳେ ରାସ୍ତା କାମରେ ଚଞ୍ଚକତା କରାଯାଇଥିବା…

ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ହତ୍ୟା ଘଟଣା: ୮ ଗିରଫ

ନୟାଗଡ : ନୟାଗଡରେ ଦଣ୍ଡ ଶୋଭାଯାତ୍ରା ସମୟରେ ଯୁବକଙ୍କୁ ଆକ୍ରମଣ ଘଟଣା ।ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଉଛନ୍ତି ନୟାଗଡ ଦେଉଳି ସାହିର ବାସିନ୍ଦା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ , ମୁନା , କାବୁଲି…

[ଦେଖନ୍ତୁ ଭିଡିଓ] ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପାଞ୍ଚ ଜଣଙ୍କୁ ଏକା ମାରିଥିଲା ଶିବ

କଟକ : ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ ।  ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ…

କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ

ନୂଆଦିଲ୍ଲୀ: କାନାଡ଼ାରେ ହତ୍ୟା ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତ ଦେହ ଶନିବାର ଦିଲ୍ଲୀରେ ପହଞ୍ଚିବ । ମୃତକ ହେଉଛନ୍ତି, ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ । କାନାଡ଼ାର ଟରଣ୍ଟୋରେ କାର୍ତ୍ତିକ ମୃତଦେହ ମିଳିଥିଲା । ଅଭିଯୁକ୍ତକୁ ଟରଣ୍ଟୋ ପୋଲିସ କୋର୍ଟରେ ହାଜର କରିଛି । ଯାହାର ଶୁଣାଣି ଏପ୍ରିଲ…

କପୁର ପରିବାର ବୋହୂରାଣୀ ଆଲିଆଙ୍କୁ କଲେ ସ୍ୱାଗତ, ସେୟାର କଲେ ଫ୍ୟାମିଲ ଫଟୋ

ମୁମ୍ବାଇ : ଆଲିଆ ଭଟ୍ଟ ଓ ରଣବୀର କପୁର  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଏବେ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ବିବାହ ଏତେ ସାନଦାର ହୋଇନଥିଲେ ହେଁ ଆଲିଆଙ୍କ ପରିବାର ଓ କପୁର ପରିବାରର ପୁରା ସଦସ୍ୟ ଏହି ବିବାହରେ ସାମିଲ ହୋଇଥିଲେ । ଚର୍ଚ୍ଚା ହେଉଛି…

ଏୟାର ଇଣ୍ଡିଆ ଠାରୁ ଅଲଗା ହେଇଗଲା ଏଲାୟାନ୍ସ ଏୟାର

ଭୁବନେଶ୍ୱର: ଏୟାର ଇଣ୍ଡିଆ ଠାରୁ ଅଲଗା ହୋଇଗଲା ଏଲାୟାନ୍ସ ଏୟାର । ଶୁକ୍ରବାର ଏପ୍ରିଲ ୧୫ରୁ ଏୟାର ଇଣ୍ଡିଆର ଆଞ୍ଚଳିକ ଉଡାଣ କରୁଥିବା ସଂସ୍ଥା ସ୍ୱତନ୍ତ୍ର ହୋଇଯାଇଛି । ଏନେଇ ବିମାନ ଚଳାଚଳ ସଂସ୍ଥା ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛି । କମ୍ପାନୀରୁ ପୁଞ୍ଜି ଅପସାରଣ ପରେ ଆଞ୍ଚଳିକ…

ମାଉଣ୍ଟ ଏଭରେଷ୍ଟ ଚଢୁଥିଲେ, ବସିଥିବା ଅବସ୍ଥାରେ ଉଡ଼ିଗଲା ପ୍ରାଣବାୟୁ

କାଠମାଣ୍ଡୁ: ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ବେଳେ ଚଳିତ ଋତୁରେ ପ୍ରଥମ ମୃତ୍ୟୁ ଘଟିଛି । ଆରୋହଣକାରୀ ଜଣକ ବସିଥିବା ଅବସ୍ଥାରେ ତାଙ୍କ ପ୍ରାଣ ଚାଲିଯାଇଛି । ମୂଳ କ୍ୟାମ୍ପରୁ କ୍ୟାମ୍ପ-୧ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନେପାଲ ସୋଲୁଖୁମ୍ବୁର…

”ଦ କଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା , ଖୁବ୍ ଶୀଘ୍ର ”ଦିଲ୍ଲୀ…

ଦିଲ୍ଲୀ : 'ଦ କଶ୍ମୀର ଫାଇଲ୍ସ' ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ''ଦିଲ୍ଲୀ ଫାଇଲ୍ସ'' ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ ।…

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ…