Latest Odisha News

BREAKING NEWS

Yearly Archives

2022

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ  । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ  । ତେବେ ସୁଟକେସରେ ଥିବା ମହିଳା…

ଶିତଦିନରେ ଶୁଷ୍କ ଓଠରୁ କିପରି ରକ୍ଷା ପାଇବେ ! ଜାଣିବା……

ଓଡ଼ିଶା ସମ୍ଧାଦ ବୁରୋ : ସାଧାରଣତଃ ଶୀତ ଦୀନରେ ଓଠ ଫାଟିବା ସମସ୍ୟା ଦେଖାଯାଇଥାଏ  । ଓଠ ଶୁଷ୍କ ହୋଇଯିବା, ମଳିନ ଦେଖାଯିବା, ରୁକ୍ଷ ହୋଇଯିବା ପରି ସମସ୍ୟା ଦେଖାଦେଇଥାଏ  । ତେବେ ଆମେ ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ। ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ,…

ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ

ଶ୍ୱେତପଦ୍ମା ପାଢ଼ୀଙ୍କ ରନ୍ଧାବଢ଼ାରୁ ‘ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ’  ବେବି କର୍ଣ୍ଣ ବା ପରିବା ମକା ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ୟାକୁ ଆପଣ ସିଝେଇ କିମ୍ବା ମସରୁମ୍ ସହ ମିଶେଇ ତରକାରୀ କିମ୍ବା ଫ୍ରାଏ କରି ବିଭିନ୍ନ ରକମର ପ୍ରସ୍ତୁତ କରି ପାରିବେ । ଏହା ଏକ ନିରାମିଷ…

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାନା ଲୋକଂକ ନାନା ମତ କେଉଁଟି ମିଛ ଅବା ସତ ନ ଜାଣେ ଯେଣୁ ଶ୍ରୋତା ଚିତ୍ତ କିଛି ହୁଏନି ପ୍ରତିଷ୍ଠିତ ଅଶେଷ ମତ ବିନିମୟ ଚଳିଲେ ସୁଦ୍ଧା ଅହରହଃ ବାହାରି ପାରେନି ନିଷ୍କର୍ଷ ବିତିଯାଏ ମାସ ଓ ବର୍ଷ ଦୋହଲୁଥାଏ…

କବିତା : ଦୀପ

ଗଦାଧର ସାହୁ ଦୀପ ଜଳୁଥାଏ କେବେ ଘରେ କେବେ ମନ୍ଦିରରେ କେବେ ସଞବେଳେ ତୁଳସୀ ଚଉରା ମୂଳେ ମିଞ୍ଜି ମିଞ୍ଜି ଜଳୁଥାଏ ଧର୍ମ ମାସ ମହାକାର୍ତ୍ତିକ ଆକାଶ ଦୀପରେ । କିଏ ଜାଳୁଥାଏ ଆନ୍ଧାର ଦୂରେଇବାକୁ, କିଏ ମଙ୍ଗଳ ମନାସିବାକୁ କିଏ ଉତ୍ସବ ମନାଇବାକୁ ଆଉ କିଏ ପିତୃପୁରୁଷଙ୍କ ଅମୃତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା କ୍ରମରେ ଆମେ ପୁନଃ ଆରମ୍ଭ କରିବା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କଠାରୁ। କିନ୍ତୁ ଆଜି ସ୍ୱତନ୍ତ୍ର ଗଣେଶଙ୍କୁ ଦେଖିବା ; ଯାହାଙ୍କୁ…

ଆର ପାରିରେ ବାଦ୍ୟଗୁରୁ ଉମେଶ କର, ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ

ପୁରୀ: ସଙ୍ଗୀତ ଦୁନିଆର ଲୋକପ୍ରିୟ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କରଙ୍କ ପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ୱର୍ଗତଃ ଉମେଶ କରଙ୍କୁ ଶେଷ…

ଶ୍ରୀକ୍ଷେତ୍ରରେ ଶ୍ରୀ-ଉତ୍ସବ ପାଳିତ

ପୁରୀ: ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ପୁରୀରେ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଲକ୍ଷ୍ମୀ ପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ଶ୍ରୀ ଗୌର ଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ମହିଳାମାନେ…

ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଂଚିଗଲା ୬ଜଣଙ୍କ ଜୀବନ

ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ…

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …