Latest Odisha News

BREAKING NEWS

Yearly Archives

2022

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ଇସଲାମାବାଦ :  ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେହବାଜ ସରିଫ୍ । ଇମ୍ରାନ ଖାନ ସରକାର ଭୁଶୁଡିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଆଜି ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ଶେହବାଜ ସରିଫ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ…

ଟେନିସ ର‌୍ୟାଙ୍କିଙ୍ଗରେ ଭାରତର ଏକ ନମ୍ବର ଖେଳାଳି ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ୧୨ ବର୍ଷରୁ କମ ବାଳିକା ବର୍ଗରେ ଓଡିଶା ଝିଅ ଆହାନ ଭାରତର ଏକ ନମ୍ବର ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଟେନିସ ସଂଘ ପକ୍ଷରୁ ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ବାଜି ମାରିଛନ୍ତି ଆହାନ । ହରିୟାଣାର ଅନିନ୍ଦିତା ଉପାଧ୍ୟାୟଙ୍କୁ ପଛରେ ପକାଇ ସେ ଏହି…

ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ JSW ଉତ୍କଳ ଷ୍ଟିଲକୁ ପରିବେଶ ମଞ୍ଜୁରୀ

ମୁମ୍ବାଇ:  ଓଡ଼ିଶାରେ ଗ୍ରୀନଫିଲ୍ମ କ୍ରୁଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପରିବେଶ ମଞ୍ଜୁରୀ  । ୭୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଜେଏସ୍ଡବ୍ଲ୍ୟୁ ମାଲିକାନାରେ ଥିବା ସହାୟକ କମ୍ପାନୀ ତଥା ୧୩ ବିଲିୟନ୍ ଡଲାର ଜେଏସ୍ଡବ୍ଲ୍ୟୁ ଗ୍ରୁପର ଏକ ଅଂଶ  । ଜେଏସ୍ଡବ୍ଲ୍ୟୁ…

ମହିଳା ଜୁନିୟର ବିଶ୍ୱକପ ହକି: ନେଦରଲାଣ୍ଡଠାରୁ ସେମିରେ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ଜୁନିୟର ବିଶ୍ୱକପ ହକିରେ ଭାରତର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଭାରତ ୦-୩ ଗୋଲରେ ନେଦରଲାଣ୍ଡଠାରୁ ପରାଜିତ ହୋଇଛି । ବିଜୟୀ ଦଳ ପକ୍ଷରୁ ଟେସା ବିଟସ୍ମା, ଲୁନା ଫୋକକେ ଓ ଜିପ ଡିକେ ଗୋଲ ସ୍କୋର କରିଥିଲେ । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ…

[ଦେଖନ୍ତୁ ଭିଡିଓ] ଖରାଦିନରେ ବଢୁଛି ହଳଦିଆ ତରଭୁଜ ଡିମାଣ୍ଡ

ମୟୁରଭଞ୍ଜ : ଖରାଦିନ ଆସିଲେ ବିଭିନ୍ନ ମୃଦୁ ପାନୀୟ ସହିତ ତରଭୂଜ ଆଦି ଖୋଜାପଡେ। ହେଲେ ଆମେ ମାନେ ସାଧାରଣତଃ ମାର୍କେଟରେ ଲାଲ ରଙ୍ଗର ତରଭୂଜ ଦେଖିଥାଉ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏବେ କିଛି ସ୍ଥାନରେ ହଳଦିଆ ରଙ୍ଗ ତରଭୁଜର ଡିମାଣ୍ଡ ଟିକେ ବଢିଛି। ଯାହାକି ଚାଷୀଙ୍କୁ ବେଶ ଲାଭ…

ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର

 ଭୁବନେଶ୍ୱର: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ।  ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।…

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ : ଏଡିଜି ଆର.ପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡିକୁ…

ଭୁବନେଶ୍ୱର : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର. ପି କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛିାଲଳିତ ଦାସ…

ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ ବାପୁଜି ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେବା ଘଟଣାର ତଦନ୍ତ…

ଝାଡଖଣ୍ଡରେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ , ୨ ମୃତ ,ଫସିଲେ ୪୮ରୁ ଉର୍ଦ୍ଧ୍ବ

ଝାଡଖଣ୍ଡ : ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ । ରୋପୱେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ୫୦ରୁ ଲୋକ ଫସି ରହିଥିବା ସୂଚନା ମିଳିଛି ।ଆଇଟିବିପି ଓ ଏନଡିଆରଏଫ୍ ଯବାନ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଫସି…

ଢେଙ୍କାନାଳର ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ ଘଟଣା: ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବ ନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘରେ ବୋମା ମାଡ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ…