Latest Odisha News

BREAKING NEWS

Yearly Archives

2022

ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଅମିତ ଶାହାଙ୍କ ଆହ୍ୱାନ ହେଉଛି ସାଂସ୍କୃତିକ ଆତଙ୍କବାଦ: ଅଧୀର ରଂଜନ ଚୌଧୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଆହ୍ୱାନ କରିବା ପରେ ବିଭିନ୍ନ ମହଲରୁ କଡା ସମାଲୋଚନା ଦେଖିବାକୁମିଳିଛି। ଶନିବାର ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଆତଙ୍କବାଦ କହିଛନ୍ତି।ସେ କହିଛନ୍ତି ଯେ, ଏଭଳି ଆହ୍ୱାନ …

ମଧ୍ୟରାତ୍ରୀରେ ପାକିସ୍ତାନର କ୍ଷମତା ପିଚରୁ ଇମ୍ରାନ୍ ଆଉଟ, ଶେହବାଜ ଇନ୍

ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂ ରବିବାର ବିଳମ୍ବିତ ରାତିରେ ହୋଇଛି। ୩୪୨ ସାଂସଦଙ୍କ ମଧ୍ୟରୁ ୧୭୪ ଜଣ ସାଂସଦ ଇମ୍ରାନଙ୍କ ବିରୋଧରେ ଭୋଟ ଦେଇଥିଲେ। ଏହି ସମୟରେ ଗୃହର ଅଧ୍ୟକ୍ଷତା କରୁଥିଲେ ପିଏମ୍ଏଲ୍-ଏନର ସାଂସଦ ଆୟାଜ ସାଦିକ୍ । ସେ…

ସାହିତ୍ୟ ସାଧନା ତପସ୍ୟା ସଦୃଶ : ସଂଘମିତ୍ରା ରାଏଗୁରୁ

ସମକାଳୀନ ଓଡ଼ିଆ ସାହିତ୍ୟରେ କବୀ ସଂଘମିତ୍ରା ରାଏଗୁରୁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ…

ମାର୍ଚ୍ଚ ୧୦-ଏପ୍ରିଲ ୧୦: ମାସକ ଭିତରେ ବଦଳିଗଲା ଦୁଇ ବନ୍ଧୁଙ୍କ ରାଜନୀତିକ ଭବିଷ୍ୟତ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟରରୁ ରାଜନେତା ଅନେକ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପାକିସ୍ତାନର ଇମ୍ରାନ ଖାନ୍ ଏବଂ ଭାରତର ନବଜୋତ ସିଂହ ସିଦ୍ଧୁ ଅନ୍ୟତମ । ଭାରତ ପାକିସ୍ତାନ ମଧ୍ୟରେ ଶତ୍ରୁତା ଚରମସୀମାରେ ଥିବା ବେଳେ ଏହି ଦୁଇ ନେତା କିନ୍ତୁ ପରସ୍ପରର ବନ୍ଧୁତା ଭୁଲିନଥିଲେ। ଗତବର୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମ, ଜଣେ ଅବତାରୀ ଓ ଜଣେ ଅବତାର । ଅବଶ୍ୟ ଅନେକ କ୍ଷେତ୍ରରେ ଅବତାରୀ ଓ ଅବତାର ଉଭୟଙ୍କୁ ସମାନ କରାଯାଇଛି । ଏହା ଆତ୍ମା ପରମାତ୍ମା…

ଭାଷା ଭାଗବତ : ଗଠିତ ହେଲେ ସଂଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୧ ବଳିତାଟିଏ ଆପେ ପୋଡ଼ି ଅଂଧକାରକୁ ଦିଏ ତଡ଼ି ବ୍ୟକ୍ତିନିର୍ଭର ଏହି ଜାତି ଗୋଷ୍ଠୀ ଗଢିଲେ କରେ କ୍ଷତି ନୂତନ ଅନୁପମ ସଂଘ ବଳରେ ନୂଆ କାର୍ଯ ଢଂଗ ଚଳିଲେ ବଢ଼ିପାରେ ଆସ୍ଥା କିଂତୁ ଏ କାଳ୍ପନିକ କଥା କରି ଉଦ୍ଦେଶ୍ଯ…

କବିତା : ଚୈତ୍ର ନାୟକ

ପିନାକୀ ମିଶ୍ର  ବିବେକ ତ ବାଟ ଭାଙ୍ଗେନା ଛାତି ସବୁ ଦରଜ ଟାଣିପାରେ , ସୂର୍ଯ୍ୟଠୁ ଆଲୋକ ନେଇ ମାଟିରେ କେହି ବି ସୂର୍ଯ୍ୟ ବନିପାରେ । ଦେହର ଛାଇ, ପାଦର ଧୂଳି ସେମିତି ବିଚାରରେ ବି ତ୍ରୁଟି, ବିବେକର ନିଷ୍ପତ୍ତି ସମୟକୁ ସମର୍ପିତ ଯେ' ଅର୍ଦ୍ଧାଙ୍ଗିନୀର ହୃଦୟ ବି ଅଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୪ କୁମାର ଚାଲିଯିବା ପରେ ଅନେକ ରାତି ଯାଏଁ ବୈଭବ ଏକୁଟିଆ ଅଫିସ୍‌ରେ ବସିରହିଲା । ଏତେ ହିୟୁଜ୍ ଏମାଉଣ୍ଟ ଟ୍ରାନ୍ସଫର୍ କରି ଆଲିଆ ଗାୟବ । ଯାହାବି ହେଇଛି, ଖୁବ୍ ଚତୁରତାର ସହ । ଏକାଉଣ୍ଟିଙ୍ଗ୍ ସେ ବୁଝୁଥିଲା…

ତିନି ଶହ ରାମାୟଣ (୫)

ମୂଳ ରଚନା  : ଏ. କେ. ରାମାନୁଜନ୍  ଅନୁବାଦ ଚିନ୍ତା ଏପରି କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ…

ଶିଶୁ ଗଳ୍ପ : ଗୁରୁଜନଙ୍କ କଥା ମାନିବା

ଝରଣା ବାରିକ ସନ୍ଧ୍ୟା ସାତଟା ହେବ । ପଢ଼ା ଘରେ ବସି ବସି ବହି ଲେଉଟାଇ ପଢିବାକୁ ଚେଷ୍ଟା କରୁଥାଏ। ହେଲେ ମନ ଲାଗୁ ନ ଥାଏ । ଶୀତ ଯୋଗୁଁ ଘରୁ ବାହାରିବାକୁ ଇଚ୍ଛା ହେଉ ନଥାଏ। ଏହି ସମୟରେ ବାହାରର ହୋ ହାଲ୍ଲା ଶବ୍ଦରେ କାନ ଡେରି ଶୁଣିବାକୁ ଚେଷ୍ଟା କଲା ଅନୁ। କଣ୍ଠ ସ୍ବରଟା ଚିହ୍ନା…