Latest Odisha News

BREAKING NEWS

Yearly Archives

2022

କୋହଲି ଭାବୁଥିଲେ କୁମ୍ବଲେଙ୍କ ଅତି ଅନୁଶାସନ ଯୁବ ଖେଳାଳିଙ୍କୁ ଭୟଭୀତ କରାଇବ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଲେଗ ସ୍ପିନର ଅନୀଲ କୁମ୍ବଲେ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଭଲ ପଡୁ ନ ଥିଲା ବୋଲି ସର୍ବଦା ଆଲୋଚନା ହୋଇଥାଏ । ବୁଧବାର ବିସିସିଆଇ ଅଧିକାରୀ ବିନୋଦ ରାୟ ତାଙ୍କ ପୁସ୍ତକ ନଟ ଜଷ୍ଟ ଏ ନାଇଟ ୱାଚମ୍ୟାନ ମାଇ ଇନିଂଗସ ଇନ ଦି ବିିସିସିଆଇରେ ଏ…

ସାଧାରଣ ଲୋକଙ୍କ ଉପରେ ଟ୍ୟାଙ୍କର ଚଳାଇ ହତ୍ୟା କରିଛି ଋଷ: ଜେଲେନସ୍କି

ଲଣ୍ଡନ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶର ସାଧାରଣ ନାଗରିକଙ୍କ ଉପରେ ରୁଷ ସେନା ଟ୍ୟାଙ୍କର ଚଲାଇ ଦେଇଥିଲେ। ଅନେକ ମହିଳାଙ୍କୁ ସେମାନଙ୍କ ପିଲାଙ୍କ ସାମ୍ନାରେ ବଳାତ୍କାର କରିଛନ୍ତି। ୟୁକ୍ରେନର ବୁଚା…

ନିର୍ବାଚନ ପାଇଁ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା

ନୂଆଦିଲ୍ଲୀ: ଦେଶରେ ଏବେ ଅନେକ ରାଜ୍ୟରେ ନିର୍ବାଚନ ସରିଛି । ଆଗକୁ ମଧ୍ୟ ଆହୁରି ବାକି ଅଛି । ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ପ୍ରସାରରେ ମାତ୍ରାଧିକ ଟଙ୍କା ଭସାନ୍ତି ବୋଲି ସାଧାରଣରେ ସ୍ପଷ୍ଟ ଅନୁମେୟ । ଦଳ ଗୁଡ଼ିକ ପ୍ରକୃତ ହିସାବ ଦିଅନ୍ତିନି । କିନ୍ତୁ ସମୀକ୍ଷକ, ଗଣମାଧ୍ୟମ…

ସିସିଟିଭି ଫୁଟେଜ ଦେଖାଇ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ୱାରା ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ ଘଟଣାରେ କଡା ଜବାବ ରଖିଛି ବିଜେପି । ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୂରକୁ ଗିରଫ କରିଛି ବୋଲି ବିଜେପି କହିଛି। ସିସିଟିଭି ରେକର୍ଡିଂ ଦେଖାଇ ପୁଲିସ ଶାସକ ଦଳର ହାତବାରିସି…

ଏଫଆଇଏଚ ହକି ପ୍ରୋ ଲିଗ: ଭାରତ ମହିଳା ଦଳରେ ୪ ଓଡିଆ

ଭୁବନେଶ୍ୱର: ନେଦରଲାଣ୍ଡ ବିପକ୍ଷ ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏଥିରେ ୪ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ ଓ ମାରିଆନ କୁଜୁର । ଭୁବନେଶ୍ୱରରେ ଏପ୍ରିଲ ୮ ଓ ୯ରେ ଏହି ମ୍ୟାଚ…

ବୁଧବାର ଯାଏ ଶୁଣାଣି ସ୍ଥଗିତ, ବିରୋଧୀଙ୍କ ଯୁକ୍ତି ଇମ୍ରାନଙ୍କ ପାଇଁ ହେବ କି ବୁମେରାଂ ?

ଇସଲାମାବାଦ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ରାଷ୍ଟ୍ରପତି ସଂସଦ ଭାଙ୍ଗିବାକୁ ଚ୍ୟାଲେଞ୍ଜ କରି ବିରୋଧୀ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।…

ସରକାର ପତନର ସିଜିନ ଚାଲିଛି: ପାକିସ୍ତାନ, ଶ୍ରୀଲଙ୍କା ପରେ କୁଏଟରେ ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ: ଏବେ ସରକାର ପତନର ସିଜିନ ଚାଲିଛି କହିଲେ ଭୁଲ ହେବନି । ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ଏଥିରେ ସାମିଲ ହୋଇଛି କୁଏଟ । ରିପୋର୍ଟ ମୁତାବକ କୁଏଟ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଅବିଶ୍ୱାସ ପ୍ରସ୍ତାବକୁ ସାମ୍ନା କରିବାକୁ…

ଖୁବ୍ ଶୀଘ୍ର ବିବାହ କରିବେ ରଣବୀର କପୁର-ଆଲିଆ ଭଟ୍ଟ : ଗ୍ରାଣ୍ଡ ୱେଡିଂ ସେରିମନିର ଅତିଥିଙ୍କ ଲିଷ୍ଟ ଲିକ୍

ମୁୁମ୍ବାଇ : ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ଦୁହେଁ ବିବାହ କରିବା ଖବର ବଲିଉଡ ଟାଉନରେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ଚର୍ଚ୍ଚାକୁ ନେଇ ଏହି ଯୋଡି କୌଣସି ଘୋଷଣା କରିନାହାନ୍ତି । ସେପଟେ ଏମାନଙ୍କ …

ବିଜୟଙ୍କ ବିଷ୍ଟ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇଲେ କୁଏଟ ସରକାର

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟଙ୍କ ଅଗାମୀ ଫିଲ୍ମ ବିଷ୍ଟ ଉପରେ ଏବେ ସମସ୍ତଙ୍କ ନଜର । କୁଏଟ ସରକାର ଏହି ଫିଲ୍ମକୁ କିନ୍ତୁ ଦେଶରେ ରିଲିଜ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ଇସଲାମ ଆତଙ୍କବାଦୀ ଉପରେ କେତେକ ଦୃଶ୍ୟ ଥିବାରୁ ଏହି ନିଷ୍ପତି…

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ…