Latest Odisha News

BREAKING NEWS

Yearly Archives

2022

ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବି. କେ. ପବ୍ଲିକେଶନ ଦ୍ୱାରା ପ୍ରକାଶିତ ବିଶିଷ୍ଟ ଲେଖକ ବିବୁଧରଞ୍ଜନଙ୍କ ତିନୋଟି ପୁସ୍ତକ 'ମର୍ଡର ମିଷ୍ଟ୍ରି ଅଫ ଶ୍ରୀ ଚୈତନ୍ୟ' , 'ହଁ ମୃତ୍ୟୁ ପରେ ବି ଜୀବନ' ଓ 'ଭକ୍ତ ଡୋରୀରେ ଶ୍ରୀଜଗନ୍ନାଥ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ…

ବ୍ୟଙ୍ଗ : ହାଏ ହାଏରେ ମାନପତ୍ର

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ  କିଛି ବର୍ଷ ହେଲାଣି ଦିନ ରାତି ଏକ କରି ଲେଖୁଛି । ଘରଣୀଙ୍କ ଠାରୁ ଗାଳି ବି ଶୁଣୁଛି । ସବୁବେଳେ କହୁଛନ୍ତି , 'କଣ ଖାଲି ସେ ଫୋନରେ ବସି କେଞ୍ଚୁଛ, ବେକ ବଙ୍କିଯିବ । ଆଖି କଣା ହେଇଯିବ।' ମୋର ଗୋଟେ ବଡ ଦୁଃଖ। ଆଜି ଯାଏଁ କେହି ମୋତେ ଚଦର ତ…

ତେଲ ଦର ଉପରମୁହାଁ, କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ ?

ଭୁବନେଶ୍ୱର: ତେଲ ଦର ଉପରମୁହାଁ ହେଉଥିବା ବେଳେ ପାସେଞ୍ଜର ଟ୍ରେନ ଲୋକଙ୍କ ପକେଟକୁ ଆଶ୍ୱସ୍ତି ଦେଇଥାନ୍ତା । କିନ୍ତୁ ଏଯାଏ ଯାତ୍ରିବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ଖାଲି ସେତିକି ନୁହେଁ ଜେନେରାଲ ଟିକେଟ କିମ୍ବା ତତ୍କାଳ ଟିକେଟ…

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ବିନା ସୁଧରେ ମିଳିବ ଅଗ୍ରୀମ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର ଇଲେକ୍ଟି ଗାଡ଼ି କିଣିବାକୁ ଅଗ୍ରୀମ ଟଙ୍କା ଦେବେ । ଇଲେକ୍ଟ୍ର ଯାନ ଯୋଜନା-୨୦୨୧ ଅଧୀନରେ ସରକାରୀ କର୍ମଚାରୀ ମାନଙ୍କୁ ମିଳିବ ଏହି ଅଗ୍ରୀମ ଟଙ୍କା । ଏହି ବିଷୟରେ ଅର୍ଥ ସଚିବ ବିଶାଲ ଦେବ ମଙ୍ଗଳବାର ଏକ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ପ୍ରଦୂଷଣ ହ୍ରାସ ଓ…

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଜଣେ ଅଟକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ଜଣଙ୍କୁ ଧରିଛି । ଏନେଇ ପୁରୀ ପୋଲିସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ଧରାଯାଇଛି । Temple Rosaghara Case - The suspect identified in CCTV…

ଧର୍ମେନ୍ଦ୍ର ଉନ୍ମୋଚନ କଲେ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’

ଭୁବନେଶ୍ୱର: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’ ନାମକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକଟିର ଲେଖକ ହେଉଛନ୍ତି ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲ । ଏହି ଅବସରରେ ଧର୍ମେନ୍ଦ୍ର କହିଲେ,…

ଭାରତରେ ପେଟ୍ରୋଲ ଦର ୫%, ଅନ୍ୟ ଦେଶରେ ୫୦% ବଢ଼ିଛି: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୫ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୩ ଥର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୨୦ ପଇସା ବଢିଥିବା ବେଳେ ଡିଜେଲ ଦର ବି ପାଖାପାଖି ସମାନ ପରିମାଣରେ ବଢିଛି । ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ବୟାନ ରଖିଛନ୍ତି। ସଂସଦରେ ଏ ପ୍ରସଙ୍ଗରେ…

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା,…

ସଂସଦରେ କଂଗ୍ରେସ ସରକାରର କଥା କହି ବର୍ଷିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ…

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା…