Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିଜେ କରିଥିବା ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ନାରାୟଣ ଓ ବାଡ଼ିନୃସିଂହଙ୍କ ବିଷୟରେ ଆଲୋଚନା କରିବା…

ଜେଲେନସ୍କି ହେଲେ ଟାଇମ ପର୍ସନ ଅଫ ଦି ଇୟର

ଲଣ୍ଡନ: ବିଶ୍ୱ ପ୍ରସିଦ୍ଧ ମାଗାଜିନ ଟାଇମ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମେୟର ଜେଲେନସ୍କିଙ୍କୁ ପର୍ସନ ଅଫ ଦି ଇୟର ୨୦୨୨ ଘୋଷଣା କରିଛି । ଏପରିକି କଭର ପେଜରେ ମଧ୍ୟ ତାଙ୍କୁ ସ୍ଥାନ ଦିଆଯାଇଛି । ରୁଷ ଆକ୍ରମଣ ପରେ ଦେଶକୁ ସେ ଜଣେ ନେତା ଓ ଯୋଦ୍ଧା ଭାବେ ସଂଘର୍ଷ ଜାରୀ ରଖିଛନ୍ତି । ଯାହାକୁ ସାରା…

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ ସହ…

ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଭାରତ ହାରିଲା, ସିରିଜ ହାତେଇଲା ବାଂଲାଦେଶ

ମୀରପୁର: ଆଘାତପ୍ରାପ୍ତ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୫ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ବାଂଲାଦେଶ ଆଗୁଆ ସିରିଜ ଜିତି ନେଇଛି । ଦ୍ୱିତୀୟ ଥର…

ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟରକୁ ଅଲବିଦା କହିଲେ ବେଲଜିୟମ ଷ୍ଟାର ଖେଳାଳି ହାଜାର୍ଡ

ଦୋହା: ଚଳିତ ଫିଫା ବିଶ୍ୱକପରେ ବେଲଜିୟମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏପରିକି ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବୁଧବାର ଦଳର ଷ୍ଟାର ଖେଳାଳି ଇଡେନ ହାଜାର୍ଡ ମାତ୍ର ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି । ସେ ୩ଟି ଯାକ ମ୍ୟାଚ ଖେଳିଥିଲେ…

ଆଇଏମଡିବି ରେଟିଂରେ ସାଉଥ କଳାକାରଙ୍କ ପ୍ରଭୂତ୍ୱ

ନୂଆଦିଲ୍ଲୀ: ଆଇଏମଡିବି ୨୦୨୨ ଲୋକପ୍ରିୟ ଫିଲ୍ମ ତାରକାଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଧନୂଷ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଆଲିୟା ଭଟ୍ଟ ରହିଛନ୍ତି । ଚଳିତ ବର୍ଷ ଭାରତରେ ଦକ୍ଷିଣ ଭାରତ ଫିଲ୍ମର ପ୍ରଭୂତ୍ୱ ରହିଥିବା ବେଳେ ନିରାଶ କରିଥିଲା ବଲିଉଡ ।…

ଡାକ୍ତରୀ ପଢ଼ିବା ପାଇଁ ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର

ଭୁବନେଶ୍ୱର: ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନାହିଁ । ବିଲରେ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଏ ଖବର ପରେ ସରକାର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଥମ ବର୍ଷ…

ମଶା ଦାଉରୁ ରକ୍ଷା ପାଇଁ ବିଜେପିର ବିକ୍ଷୋଭ; ଚାମ୍ବର୍‌ରୁ ବାହାର କଲେ କମିଶନର, କଫି ପିଆଇ ବୁଝାଇଲେ ମେୟର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ…

ଝାଡୁ ମାଡରେ ଝଡ଼ିଗଲା ପଦ୍ମ ପାଖୁଡା

ନୂଆଦିଲ୍ଲୀ:ଝାଡୁ ମାଡରେ ଝଡ଼ି ପଡ଼ିଲା ପଦ୍ମ ପାଖୁଡା । କମାଲ ଦେଖାଇଲେ କେଜ୍ରିୱାଲ । ବିଜେପି ହାତରୁ ଛଡ଼ାଇ ନେଲେ ମ୍ୟାଜିକ ନମ୍ବର । ପଦ୍ମ ଗଡରେ ବିଜେପିକୁ ମାତ ଦେଲା ଆପ । ବିଜେପି ହାତରୁ ୧୫ ବର୍ଷର କ୍ଷମତା ଖସିଯିବା ପରେ ଏବେ ଚିନ୍ତାରେ ନେତା । ଦୁଇ ଦିନ ତଳେ ୨୦୨୪ ନିର୍ବାଚନ ପାଇଁ…