ପିଲାଦିନର ପଞ୍ଚଦୋଳ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
କାଲି ଭଳି ଲାଗୁଛି। କେତେବେଳେ ଚାଳିଶ ବର୍ଷ ବିତିଗଲାଣି ଜଣାପଡ଼ିଲାନି। ଯାନିଯାତ୍ରାକୁ ନେଇ ପିଲାଦିନେ ଯେଉଁ ଉତ୍କଣ୍ଠା, ଆଗ୍ରହ ଏବଂ ଅପେକ୍ଷା ଥିଲା, ତାହା ହୁଏତ ଆଜି ନାହିଁ। କିନ୍ତୁ ସେଦିନ ସବୁ ମନେପଡ଼ିଲେ ଲାଗୁଛି, ସତେ ଯେମିତି…