ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆୟୁଧ ସୁଦର୍ଶନ। ଯେକି ଚତୃଦ୍ଧl ମୂର୍ତ୍ତିଙ୍କ ମଧ୍ୟରେ ଅନ୍ୟତମ ସେ ଦଣ୍ଡ ସ୍ୱରୂପ ଓ ରକ୍ତ ବର୍ଣ୍ଣ ଅର୍ଥାତ ଲାଲ ରଙ୍ଗରେ ଶୋଭିତ ଜୀବ (ବଲଭଦ୍ର ) ମାୟା…