Latest Odisha News

BREAKING NEWS

Yearly Archives

2022

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୨ରେ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୨ରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ…

କିଙ୍ଗଖାନ୍ ଶାହରୁଖ ଆଣୁଛନ୍ତି ନିଜର ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍ ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା' ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି ।…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତ ଦେହ । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷପ ପରେ ଆଜି ସାଉଦୀ ଆରବରୁ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରାଧାନଙ୍କ ମର ଶରୀର ତାଙ୍କ ଗ୍ରାମ ନୟାଗଡ ଲାଠିପଡାରେ ପହଁଞ୍ଚିଛି । ସ୍ୱର୍ଗତ…

[ଦେଖନ୍ତୁ ଭିଡିଓ] ବୁଦ୍ଧଖୋଲ ପାହାଡରୁ ବିରଳ ବରକୁଦିଆ ସରୀସୃପ ଉଦ୍ଧାର

ଭୁବନେଶ୍ୱର: ଉଦ୍ଧାର ହେଲା ଏକ ବିରଳ ବରକୁଦିଆ ସରୀସୃପ  ଗଞ୍ଜାମ ଜିଳ୍ଲାର ବୁଦ୍ଧଖୋଲ ପାହାଡରୁ ଏହି ବିରଳ ବରକୁଦିଆକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍। ଗୋଡ଼ ନଥିବା ଏହି ସରୀସୃପ ଚମ୍ପେଇନେଉଳ ପ୍ରଜାତିର ବୋଲି ଜଣାପଡ଼ିଛି । ଏହା ଓଡ଼ିଶାର ଦୁଇଟି ସ୍ଥାନରେ ରହିଥିବା ଚିହ୍ନଟ ହୋଇଥିଲା ।…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ବେଙ୍ଗାଲୁରୁ :କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି  ।  ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା…

‘’ଦ କାଶ୍ମୀର ଫାଇଲ୍ସ” ଦେଖିବା ପରେ ବଲିଉଡକୁ ଟାର୍ଗେଟ କରି ମୁକେଶ ଖାନ୍ନା କହିଲେ ଏମିତି କିଛି…

 ମୁମ୍ବାଇ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘'ଦ କାଶ୍ମୀର ଫାଇଲ୍ସ''କୁ  ନେଇ ସବୁଠି ଚର୍ଚ୍ଚା । ଏହି ଫିଲ୍ମକୁ ଦେଖିବା ପରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୁକେଶ ଖାନା ।  ଏହି ଫିଲ୍ମ ବିଷୟରେ ସେ ଅନୁପମ୍ ଖେର୍ , ମିଥୁୁନ୍ ଚକ୍ରବର୍ତ୍ତୀ ଏବଂ ଦର୍ଶନ ରାୱଲଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ…

ମହଙ୍ଗା ହେଲା ଚା’-କଫି ଓ ନୁଡଲ୍ସ

ଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି…

[ଦେଖନ୍ତୁ ଭିଡିଓ] ଚୀନରେ ପୁଣି ବଢିଲା ସଂକ୍ରମଣ ,୧୦ ସହରରେ ତାଲାବନ୍ଦ

ବେଜିଂ: ଚାଇନାରେ ପୁଣି ସଂକ୍ରମଣ ଭୟ ବଢିବାରେ ଲାଗିଛି । ଆରମ୍ଭ ହୋଇଯାଇଛି ତାଲା ବନ୍ଦ । ୧୦ ସହରରେ ତାଲା ବନ୍ଦ ହୋଇଛି । ୧୦ଟି ସହରରେ ଏବେ ଲକଡାଉନ୍ ଘୋଷଣା ହୋଇଛି । ୫,୨୮୦ ନୂତନ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ଅନୁଯାୟୀ, କୋଭିଡ -୧୯ ଆରମ୍ଭରୁ ଗୋଟିଏ…

ସ୍ୱଳ୍ପ ଗଳ୍ପ : ନାଜେମ ଏବଂ ଅନ୍ୟ ଗୋଟିଏ ଶ୍ରଦ୍ଧାନାମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୨   ନାଜେମ । ଏହା ଗୋଟିଏ ଶ୍ରଦ୍ଧା ନାମ। କହିବାକୁ ଗଲେ ଆମ ପୃଥିବୀର ଏକ ପ୍ରଜାତି ବିଶେଷ ହିସାବରେ ଏହା ହେଉଛି ପ୍ରଥମ ତଥା ଇତିହାସ ଦୃଷ୍ଟିରୁ ପ୍ରଥମ ପ୍ରାମାଣିକ ବ୍ୟକ୍ତିଗତ ଶ୍ରଦ୍ଧା ନାମ । ସେ ସମୟର ଅର୍ଥାତ୍ ଆଜକୁ…

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ…