Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଅଗ୍ନିକୁଣ୍ଡ ଶିବ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଛି ଅଗ୍ନିଶିଖା

ବହୁ ପ୍ରାଚୀନ ହେଉଛି ଶିବ ମନ୍ଦିର। ଯେଉଁଠି ଲୋକଙ୍କ ରହିଛି ଆସ୍ଥା ଆଉ ବିଶ୍ୱାସ। ଆଉ ସେହି ବିଶ୍ୱାସ ଆଧାରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ହେଲେ କିଛି ମନ୍ଦିରରେ ଆସ୍ଥା ବିଶ୍ୱାସ ସାଙ୍ଗକୁ ପ୍ରତିଦିନ କିଛି ନା କିଛି ଚମତ୍କାର ବି ଦେଖିବାକୁ ମିଳୁଛି। କିଛି ରହସ୍ୟମୟ ଘଟଣା ଘଟୁଛି ଯାହା ଆମ…

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା…

କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମନୋଜ ବେହେରାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଚାଲିଛି ରେଡ୍ । କଟକ ଜିଲ୍ଲା ନେମାଳଠାରେ…

ଦି କଶ୍ମୀର ଫାଇଲ୍ସ: ସମାଲୋଚନା କରି ଫସିଲେ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର କଶ୍ମୀର ଫାଇଲ୍ସ ସଫଳତାକୁ ବୋଧହୁଏ ହଜମ କରିପାରି ନାହାନ୍ତି । ବିଭିନ୍ନ ମହଲରେ ଏହି ଫିଲ୍ମକୁ ପ୍ରଶଂସା କରାଯାଉଥିବା ବେଳେ ସ୍ୱରା କାହାର ନାମ ନ ନେଇ ଲେଖିଛନ୍ତି ଯଦି ଆପଣ ଚାହାନ୍ତି ସଫଳତା ନେଇ କରାଯାଇଥିବା ପରିଶ୍ରମକୁ ପ୍ରଶଂସା…

ଲାଇଭ ଶୋ’ରେ ଯୁଦ୍ଧକୁ ବିରୋଧ କଲେ ମହିଳା, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଜକୁ ୨୦ ଦିନ ହେବ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଉପରେ ବାରମ୍ବାର ମିସାଇଲ ମାଡ଼ ସାଙ୍ଗକୁ ଗୁଳି, ବୋମା ଓ ରକେଟ ମାଡ଼ ଯାରି ରଖିଛି ଋଷ । ଏହି ଯୁଦ୍ଧକୁ ରୋକିବା ପାଇଁ ଋଷକୁ ବିରୋଧ କରାଯାଉଛି । ଋଷର ନାଗରୀକ ମଧ୍ୟ ଏହି ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ…

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ ।…

ମହିଳା ଥାନାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ ।  ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ । ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଭୁବନେଶ୍ୱର ସ୍ଥିତ ମହିଳା…

[ଭିଡିଓ]ହିଜାବ ବିବାଦ: ହାଇକୋର୍ଟର ରାୟ ଶୁଣି ମୁସଲମାନ ଛାତ୍ରୀ ପରୀକ୍ଷା ଅଧାରୁ ଛାଡି ପଳେଇଲେ

ଭୁବନେଶ୍ୱରର: ହିଜାବକୁ ନେଇ ଥମୁନି ବିବାଦ । ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ ଛାତ୍ରୀମାନେ ଆବେଦନ କରିଥିଲେ । ହେଲେ ଏହି ଆବେଦନକୁ ଆଜି କର୍ଣ୍ଣାଟକର ହାଇକୋର୍ଟ ଖାରଜ କରି ଦେଇଛନ୍ତି । ହିଜାବ ମୁସଲିମ ଧର୍ମର ଏକ ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି…

ମୈତ୍ରେୟୀ ଲେଖିକା ସଙ୍ଗଠନର ତୃତୀୟ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ତୃତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଉର୍ମିଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବୃତ୍ତି ଓ ବ୍ରତରେ ନାରୀ ବିଷୟରେ ନିଜର ମତାମତ ରଖିଥିଲେ ଏହି ଆସରରେ ମୌସୁମୀ…

ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱ ଛାଡନ୍ତୁ , ନୂଆ ଅଧ୍ୟକ୍ଷ ଖୋଜାଯାଉ : କପିଲ ଶିବଲ

ଦିଲ୍ଲୀ : ଗାନ୍ଧୀ ପରିବାର ଛଡା ଆଉ କାହାକୁ କଂଗ୍ରେସ ନେତୃତ୍ୱ ଗଢିବାର ସୁଯୋଗ ଦିଆଯାଉ । ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ୫ଟି ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସ୍ୱର ଉଠାଇଛନ୍ତି…