ଭୁଷୁଡିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ଜଣେ ମୃତ, ୨ଜଣ ଗୁରୁତର
କଟକ : କଟକରେ ଅଘଟଣ । ଛତ୍ର ବଜାର ନିକଟରେ ଭୁଷୁଡିଲା ଛତ୍ର ବଜାର ପୋଲ। ପୋଲ ଭୁଷୁଡି ଜଣେ ମୃତ, ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ମାଟି ଅତଡା ଖସି ପୋଲ ଭୁଷୁଡିଥିବା ସୂଚନା ।
ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡିବା ଫଳରେ କିଛି…